ଭୁଲ୍‌ରେ କଟିଛି ୯ ଲକ୍ଷ ଭୋଟରଙ୍କ ନାଁ !

ମଉସା !! ଭୋଟ ତାଲିକା ଅନୁସାରେ ତୁମେ ମରିଯାଇଛ...

-ତା' ହେଲେ ଏବେ କ'ଣ କରିବାକୁ ପଡ଼ିବ ?

ଶୀଘ୍ର ମରିଯାଅ । ଭେରିଫିକେସନ୍ ହେଲେ ପୁଣି ହଇରାଣରେ ପଡିଯିବ....