PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

କାର୍ଯ୍ୟରେ ଅନିୟମିତତା ନେଇ ମନମୁଣ୍ଡା ସେବା ସମବାୟ ସମିତିର ସମ୍ପାଦକ ନିଲମ୍ବିତ

ବୌଦ୍ଧ,୯ା୧୨(ଆପ୍ର )- ବୌଦ୍ଧ ଜିଲ୍ଳା ମନମୁଣ୍ଡା ସେବା ସମବାୟ ସମିତିର ସମ୍ପାଦକ ମୃତ୍ୟୁଞ୍ଜୟ ହୋତା କାର୍ଯ୍ୟରେ ଅନିୟମିତତା ଯୋଗୁଁ ନିଲମ୍ବିତ ହୋଇଥିବା ଜଣାପଡିଛି । ସମ୍ପାଦକ ହୋତା ଧାନ କିଣା ପାଇର୍ ଚାଷୀଙ୍କ ପଞ୍ଜିକରଣରେ ଅନିୟମିତା ଯୋଗୁଁ ବୌଦ୍ଧ ସହକାରୀ ନିବନ୍ଧକ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି । ଏହି ନିଲମ୍ବିତ ସମୟରେ ସମ୍ପାଦକ ହୋତା ବୌଦ୍ଧ ସହକାରୀ ନିବନ୍ଧକ କାଯ୍ୟାଳୟ ପରିସରରେ କାର୍ଯ୍ୟ କରିବେ ।