ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଜି ପବିତ୍ର ବସନ୍ତ ପଞ୍ଚମୀ, ବିରାଜିଲେ ମା' ବାଗଦେବୀ

Published By : Harapriya Sethi | February 2, 2025 7:43 AM

ଭୁବନେଶ୍ୱର,୦୨/୦୨: ଆଜି ପବିତ୍ର ଶ୍ରୀ ପଞ୍ଚମୀ। ବିଦ୍ୟାଦାତ୍ରୀ ମାଆ ସରସ୍ବତୀ ବା ବାଗଦେବୀଙ୍କ ପୂଜା। ଓଡିଶାର ଗୋଟିଏ ସ୍ଥାନ ଉଦଳାରେ ରହିଛି ମା ସରସ୍ବତୀଙ୍କ ମନ୍ଦିର। ଯେଉଁଠି ମା ସରସ୍ବତୀ ସବୁଦିନ ପୂଜା ପାଇଥାନ୍ତି । ହେଲେ ଆଜି ଶ୍ରୀପଞ୍ଚମୀରେ ମାଆଙ୍କର ରହିଛି ସ୍ୱତନ୍ତ୍ର ନୀତିକାନ୍ତି । 

ଯାହାକୁ ନେଇ ରବିବାର ଭୋର ସମୟରୁ ମନ୍ଦିର ଖୋଲା ଠାରୁ ଆରମ୍ଭ କରି ମାଙ୍କ ମଙ୍ଗଳ ଆଳତି ମଧ୍ୟ ହୋଇଛି। ପୂଜା ନୀତି ସରିବା ପରେ ଏଠାରେ  ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବାର ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ଆସି ମାଆଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ଆଶୀର୍ବାଦ ନେଉଛନ୍ତି । ଏହି ଅଞ୍ଚଳ ମାଆଙ୍କ ପୂଜା ପାଇଁ ଉତ୍ସବମୁଖବର ହୋଇ ଉଠୁଛି । 

ଆଜି ହେବ ରଥ କାଠ ପୂଜାର୍ଚ୍ଚନା, ମା' ସରସ୍ଵତୀଙ୍କ ନିକଟରେ ସ୍ଵତନ୍ତ୍ର ପୂଜା କରିବେ ଶ୍ରୋତୀୟ ବ୍ରାହ୍ମଣ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.