ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ଆତଙ୍କୀ ଲିଙ୍କ୍‌ରେ ଛାନଭିନ୍ କରୁଛି ଏସଆଇଏ, ଜମ୍ମୁର ବିଭିନ୍ନ ସ୍ଥାନରେ ରେଡ୍

Published By : Ankita S | May 11, 2025 11:19 AM

ଶ୍ରୀନଗର,୧୧/୦୫: ଜମ୍ମୁ କଶ୍ମୀରରେ ଏସଆଇଏ ରେଡ୍ ହୋଇଛି । ଜମ୍ମୁର ବିଭିନ୍ନ ସ୍ଥାନରେ ଏସଆଇଏ ଅର୍ଥାତ ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି ଆତଙ୍କବାଦୀ ମାମଲାକୁ ନେଇ ଛାନଭିନ୍ କରିଛି । ସୋପିଆନ୍, କୁଲଗାମ, ପୁଲୱାମା, ଅନନ୍ତନାଗରେ ରେଡ୍ ହୋଇଛି । ଆତଙ୍କବାଦୀଙ୍କୁ ସହାୟତା କରୁଥିବା କିଛି ସ୍ଥାନୀୟ ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଇଛି । କିଛି ଏମିତି ଲୋକଙ୍କର ପରିଚୟ ଖୋଜୁଛି ଇନଭେଷ୍ଟିଗେନସ୍ ଟିମ୍ ଯିଏକି ଘାଟିରେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ।

ଏସଆଇଏ ରେଡ୍‌ ଏମିତି ସମୟରେ ହେଉଛି ଯେଉଁଠି, ଯେବେ କି ଭାରତ ଓ ପାକସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଛି । ଭାରତ ସରକାର ଘାଟିରେ ଆତଙ୍କବାଦ ଏବଂ ଆତଙ୍କୀ ସଗଠନର ଅଣ୍ଟା ଭାଙ୍ଗିବାକୁ ଲାଗି ପଡିଛନ୍ତି । ଏହି କ୍ରମରେ ବିଭିନ୍ନ ସ୍ଥାନରେ ଛାନଭିନ୍‌ ଜାରି ରହିଛି । ଆଗାମୀ ଭବିଷ୍ୟତରେ ଘାଟି ଭିତରେ ଥିବା ଆତଙ୍କୀଙ୍କୁ ସ୍ଥାନୀୟ ଲୋକ ଯେପରି କୌଣସି ସହାୟତା କରିବେ ନାହିଁ ।

କହି ରଖୁଛି କି, ଏପ୍ରିଲ ୨୨ ତାରିଖରେ ପହଲଗାମ ବୈସରନ ଘାଟିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ଜଣେ ନେପାଳ ନାଗରିକ ରହିଥିଲେ । ପହଲଗାମ ପ୍ରତିଶୋଧ ପାଇଁ କ୍ରୋଧ ଓ କୋହରେ ଜଳୁଥିଲେ ଦେଶବାସୀ । ମେ ୬ ତାରିଖ ମଧ୍ୟରାତ୍ରୀରେ ଭାରତ ଅପରେସନ୍ ସିନ୍ଦୂର ଜରିଆରେ ପିଓକେ ଓ ପାକିସ୍ତାନର ୯ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ୧୦୦ରୁ ଅଧିର ଆତଙ୍କୀ ନିପାତ ହୋଇଥିଲେ । ଏହାପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘମାସନ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.