ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ମିଶା ଅଗ୍ରଓ୍ବାଲଙ୍କ ନିଧନ, ଜନ୍ମଦିନର ଦୁଇ ଦିନ ପୂର୍ବରୁ ଚାଲିଗଲା ଜୀବନ

Published By : Gurupada Nath | April 26, 2025 4:30 PM

ନୂଆଦିଲ୍ଲୀ, ୨୬/୪ :   ସୋସିଆଲ ମିଡ଼ିଆ‌ ଇନଫ୍ଲୁଏନ୍ସର ମିଶା ଅଗ୍ରଓ୍ବାଲଙ୍କ ନିଧନ ହୋଇଯାଇଛି । ଏହାର ସୂଚନା ତାଙ୍କ ଘର ଲୋକ ନିଜେ ଦେଇଛନ୍ତି । ମିଶାଙ୍କ ଇନଷ୍ଟାଗ୍ରାମରେ ହିଁ ପୋଷ୍ଟ କରି କୁହାଯାଇଛି କି ତାଙ୍କର ୨୬ଏପ୍ରିଲରେ ଜନ୍ମଦିନ ହୋଇଥାଏ ଏବଂ ସେ ନିଜ ଜନ୍ମଦିନର ପ୍ରାୟ ଦୁଇ ଦିନ ପୂର୍ବରୁ ୨୪ଏପ୍ରିଲରେ ଏହି ଦୁନିଆକୁ ଅଲବିଦା କହି ଦେଇଛନ୍ତି ।

ମିଶାଙ୍କ ଇନଷ୍ଟାଗ୍ରାମରେ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି କି,‘ ମିଶା ଅଗ୍ରଓ୍ବାଲ ୨୬ଏପ୍ରିଲ ୨୦୦୦-୨୪ ଏପ୍ରିଲ୍ ୨୦୦୫ । ଆମେ ଦୁଖଃଦ ମନରେ ମିଶାଙ୍କ ନିଧନ ଖବର ସେୟାର କରୁଛୁ । ଆପଣମାନେ ତାଙ୍କୁ ଏବଂ ତାଙ୍କ କାମକୁ ଯେଉଁ ଭଲପାଇବା ଦେଇଛନ୍ତି ସେଥିଲାଗି ଆପଣମାନଙ୍କୁ ଧନ୍ୟବାଦ । ଆମେ ଏବେ ବି ଏହି ଦୁଃଖଦ ଘଟଣାରୁ ବାହାରିବାକୁ ଚେଷ୍ଟା କରୁଛୁ । ପ୍ଲିଜ୍ ଆପଣମାନଙ୍କ ହୃଦୟରେ ତାଙ୍କୁ ସଜେଇ ରଖନ୍ତୁ । ’   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.