ଚଳିତ ବିଶ୍ୱକପ୍ରେ ରାତା ରାତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଜଣେ ଅପରିଚିତ ଖେଳାଳି । ସେ ହେଉଛନ୍ତି କାବୋଭେର୍ଦେ ଦଳର ଗ...