Struggle story : ପୁଅ, ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ସମ୍ଭାଳିଛନ୍ତି ୮୦ ବର୍ଷୀୟା ରମ୍ଭାମଣି, ୧୬ ବର୍ଷ ହେଲା ସୁଖ-ଦୁଃଖର ସାଥୀ ପାଲଟିଛି ଖବରକାଗଜ
ସିମୁଳିଆ, ୨୬/୦୫ (ଗଦାଧର ଜେନା): ଧୁଡୁଧୁଡୁ ଚମ । ଶିରାଳ ଶରୀର । ମୁଣ୍ଡରେ ପାଚିଲା କେଶ । ହସହସ ମୁହଁକୁ ଦେଖିଲେ କେହି କଳନା କରିପାରିବନି ମନର...