ପ୍ରମୂଖ ଖବର
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଥଲାପତି ବିଜୟଙ୍କ ଶେଷ ଫିଲ୍ମର୍‌ ଫାର୍ଷ୍ଟ ଲୁକ୍‌ ଆଉଟ୍‌, ନିଆରା ଅନ୍ଦାଜରେ ନଜର ଆସିଲେ ଅଭିନେତା

Published By : Krishna Priya | January 27, 2025 9:25 AM

ନୂଆଦିଲ୍ଲୀ ୨୭/୦୧: ଅଭିନେତା ତଥା ନେତା ଥଲାପତି ବିଜୟଙ୍କ ଶେଷ ଫିଲ୍ମ 'ଥଲପତି 69' ର ନିର୍ମାତା ଟାଇଟଲ୍ ସହିତ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି । ପୋଷ୍ଟରରେ ଅଭିନେତା ଭିଡ଼ ମଧ୍ୟରେ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ଫିଲ୍ମଟି ଏଚ୍ ବିନୋଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଏବଂ ଏହି ଫିଲ୍ମର ନାମ 'ଜନ ନାୟଗନ୍' ରଖିବାକୁ ସ୍ଥିର କରାଯାଇଛି।

ନିର୍ମାତା KVN ପ୍ରଡକ୍ସନ୍ସର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି। ନିର୍ମାତାମାନେ ପୋଷ୍ଟର ସହିତ କ୍ୟାପସନରେ ଲେଖିଛନ୍ତି, “ଆମେ ଏହାକୁ ଜନ ନାୟଗନ୍, ଥଲପତ 69 ଫାର୍ଷ୍ଟ ଲୁକ୍ କହୁଛୁ।“ 'ଜନ ନାୟାଗାନ'ର ଫାର୍ଷ୍ଟ ଲୁକ୍ ପୋଷ୍ଟରରେ ଥଲପତି ବିଜୟ ଏକ ଉଚ୍ଚ ମଞ୍ଚରେ ଆତ୍ମବିଶ୍ୱାସରେ ଠିଆ ହୋଇ ସମର୍ଥକଙ୍କ ଭିଡ ସହିତ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ପୋଷ୍ଟରକୁ ତାଙ୍କ ସମର୍ଥକଙ୍କ ସହ ଏକ ବିଶେଷ ସଂଯୋଗ ଭାବରେ ଦେଖାଯାଇପାରେ ।

ତେବେ ଥଲାପତି ବିଜୟଙ୍କ ଶେଷ ଫିଲ୍ମର ସୁଟିଂ ଗତ ବର୍ଷ ପାରମ୍ପାରିକ ପୂଜା ସମାରୋହରୁ ଆରମ୍ଭ ହୋଇଥିଲା। ଫିଲ୍ମର ନିର୍ମାତା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କାଷ୍ଟଙ୍କ ସହ ଅନେକ ଫଟୋ ସେୟାର କରିଥିଲେ। ଏହି ପୂଜା ସମାରୋହରେ ଥଲାପତି ବିଜୟ, ବଲିଉଡ ଅଭିନେତା ବବି ଦେଓଲ, ପୂଜା ହେଗଡେ ଏବଂ ଅନ୍ୟ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ। 

 

 

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.