ନୂଆଦିଲ୍ଲୀ,୦୧/୦୨: ସବୁ ଅପେକ୍ଷାର ଅନ୍ତ ହୋଇଛି । ଆସିଛି ବଜେଟ୍ । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଛି । ବଜେଟରେ ଆୟକରକୁ ନେଇ ବଡ ଘୋଷଣା ହୋଇଛି ଯାହା ମଧ୍ୟବିତଙ୍କୁ ଏକ ବଡ ଆଶ୍ବସ୍ତି ଦେଇଛି । ଏହା ସହିତ ବଜେଟରେ ମୋଟ୍ ୫୦,୬୫,୩୪୫ କୋଟି ବ୍ୟୟ ବରାଦ ହୋଇଛି । ତେବେ ଜାଣନ୍ତୁ ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟରେ କେଉଁ ବିଭାଗକୁ କେତେ ବ୍ୟୟ ବରାଦ ହୋଇଛି ।

ବଜେଟ୍ ୨୦୨୫-୨୬ ଜାଣନ୍ତୁ କେଉଁ ବିଭାଗ କେତେ ?

ଋଣ ବାବଦ ଖର୍ଚ୍ଚ

୧୨, ୭୬ ,୩୩୮ କୋଟି

ପରିବହନ

୫, ୪୮ , ୬୪୯ କୋଟି

ପ୍ରତିରକ୍ଷା

୪ , ୯୧, ୭୩୨ କୋଟି

ସବ୍‌ସିଡି

୩ , ୮୩ , ୪୦୭ କୋଟି

ପେନ୍‌ସନ୍‌

୨, ୭୬, ୬୧୮କୋଟି

ଗ୍ରାମ୍ୟ ଉନ୍ନୟନ

୨, ୬୬, ୮୧୭ କୋଟି

ଗୃହ ବିଭାଗ

୨,୩୩ ,୨୧୧ କୋଟି

କୃଷି

୧,୭୧,୪୩୭ କୋଟି

ଶିକ୍ଷା

୧,୨୮ ,୬୫୦ କୋଟି

ନଗର ଉନ୍ନୟନ

୯୬, ୭୭୭ କୋଟି 

ଆଇଟି ଓ ଟେଲିକମ୍

୯୫,୨୯୮ କୋଟି

ଉର୍ଜା

୮୧,୧୭୪ କୋଟି 

ବାଣିଜ୍ୟ ଓ ଉଦ୍ୟୋଗ

୬୫, ୫୫୩ କୋଟି

ଅର୍ଥ

୬୨,୯୨୬ କୋଟି 

ସାମାଜିକ କଲ୍ୟାଣ

୬୦,୫୨ କୋଟି

ସାଇଣ୍ଟିଫିକ୍‌ ବିଭାଗ

୫୫, ୬୭୯ କୋଟି

ବୈଦେଶିକ ବ୍ୟାପାର

୨୦, ୫୧୭ କୋଟି

ପୂର୍ବୋତ୍ତର ବିକାଶ

୫,୯୧୫ କୋଟି

ଅନ୍ୟାନ୍ୟ ଖର୍ଚ୍ଚ

୪, ୮୨, ୬୫୩ କୋଟି