Logo
Ad Banner
E-PAPER | ENGLISH
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମହାନଗର
    ଭୁବନେଶ୍ୱର
    ବ୍ରହ୍ମପୁର
    ପୁରୀ
    ସମ୍ବଲପୁର
    ରାଉରକେଲା
    କଟକ
  • ରାଜନୀତି
  • ପ୍ରମେୟ ଫଟୋ
  • ରାଶିଫଳ
  • ମନୋରଞ୍ଜନ
  • ବିଶେଷ
  • ଜିଲ୍ଲା
    ସମ୍ବଲପୁର
    ମୟୂରଭଞ୍ଜ
    ବାଲେଶ୍ଵର
    ସୁନ୍ଦରଗଡ଼
    ଝାରସୁଗୁଡ଼ା
    ରାୟଗଡ଼ା
    ଭଦ୍ରକ
    ବରଗଡ଼
    ବଲାଙ୍ଗୀର
    ଦେବଗଡ଼
    ନବରଙ୍ଗପୁର
    ଜଗତସିଂହପୁର
    କଟକ
    କନ୍ଧମାଳ
    ଅନୁଗୁଳ
    କଳାହାଣ୍ଡି
    କେନ୍ଦୁଝର
    ଗଜପତି
    କେନ୍ଦ୍ରାପଡ଼ା
    କୋରାପୁଟ
    ଖୋର୍ଦ୍ଧା
    ଗଞ୍ଜାମ
    ଢେଙ୍କାନାଳ
    ନୟାଗଡ଼
    ନୂଆପଡ଼ା
    ପୁରୀ(ଜିଲ୍ଲା)
    ବୌଦ୍ଧ
    ମାଲକାନଗିରି
    ଯାଜପୁର
    ସୁବର୍ଣ୍ଣପୁର
  • ଖେଳ
  • ଅପରାଧ
  • MORE
    ଜୀବନଚର୍ଯ୍ୟା ସମ୍ପାଦକୀୟ ବାଣିଜ୍ୟ
FIFA WORLDCUP
ପ୍ରମେୟ Breaking :
ନୂଆ କୋଚ୍‌ଙ୍କ ସହ ଜିମ୍ୱାୱରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ୨୩ରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ୍   |   କାନାଡ଼ା ଉପରେ ୫୦% ଟାରିଫ୍ ଲଗାଇଲେ ଟ୍ରମ୍ପ, ଦୁଇ ଦେଶ ମଧ୍ୟରେ ବଢିଲା ଉତ୍ତେଜନା   |   ୟୁକ୍ରେନର ଓଡେସା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ, ଜଣେ ଗୁରୁତର   |   ସିକ୍କିମ ଭୂସ୍ଖଳନରେ ୭ ଜଣଙ୍କର ମୃତ୍ୟୁ, ମିଥେନ ବ୍ଲାଷ୍ଟ ପରେ ସୁଡ଼ଙ୍ଗରେ ଫସିଥିଲେ ୨୭ ଶ୍ରମିକ   |   ଆସନ୍ତା ୨୨ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ ସମ୍ଭାବନା, ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ   |   ଅନୁଗୋଳ ପାଲଲହଡ଼ାରେ ଓଲଟିଲା OSRTC ବସ୍, ୩୦ ଯାତ୍ରୀ ଆହତ, ଜଣେ ଗୁରୁତର   |   ଶରଧାବାଲିରେ ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜି ଦକ୍ଷିଣ ମୋଡ ହେବେ ତିନି ରଥ   |  

T20
T20
T20
T20
Rath Yatra Rath Yatra
ଘୋଷ ଯାତ୍ରା
  1. Home
  2. ଖେଳ
  3. ଦିନିକିଆ 'କିଙ୍ଗ୍' କୋହଲି; ୧୪୦୩ ଦିନ ପରେ ହେଲେ ନମ୍ବର ୱାନ୍ ବ୍ୟାଟର ବିରାଟ, ରୋହିତଙ୍କୁ ପଛରେ ପକାଇଲେ

ଦିନିକିଆ 'କିଙ୍ଗ୍' କୋହଲି; ୧୪୦୩ ଦିନ ପରେ ହେଲେ ନମ୍ବର ୱାନ୍ ବ୍ୟାଟର ବିରାଟ, ରୋହିତଙ୍କୁ ପଛରେ ପକାଇଲେ

ସଦ୍ୟତମ ଆଇସିସି ଦିନିକିଆ ରାଙ୍କିଂ ତାଲିକା ଜାରି ହୋଇଛି । ଯେଉଁଥିରେ ବିରାଟ କୋହଲି ନମ୍ବର ୱାନ୍ ସ୍ଥାନ ହାସଲ କରିଛନ୍ତି । ପ୍ରାୟ ୪ ବର୍ଷ ପରେ, ବିରାଟ କୋହଲି ପୁଣି ଥରେ ନମ୍ବର ୱାନ ଦିନିକିଆ ବ୍ୟାଟର ହୋଇଛନ୍ତି । ଅଧିକ ପଢନ୍ତୁ...
Share Tweet Share
Published By : Ankita - Prameya Bureau | January 14, 2026 02:32 PM
 virat kohli number 1 odi batsmen

ନୂଆଦିଲ୍ଲୀ,୧୪/୦୧: ଦ କିଙ୍ଗ୍ ଇଜ ବ୍ୟାକ୍ । ବିରାଟ କୋହଲି ପୁଣି ଥରେ ଦିନିକିଆ କ୍ରିକେଟରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି । ଆଇସିସି ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି । ପ୍ରାୟ ୧୪୦୩ ଦିନ ଅର୍ଥାତ ୪ ବର୍ଷ ପରେ ପୁଣି ଥରେ କୋହଲି ଦିନିକିଆରେ ବିଶ୍ୱର ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ୯୧ ବଲରେ ୯୩ ରନର ଇନିଂସ ଖେଳିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ମାନ୍ୟତା ପରିବର୍ତ୍ତନରେ ସହାୟକ ହୋଇଛି । ପ୍ରଥମ ଦିନିକିଆରେ ସେ ପ୍ଲେୟାର ଅଫ ଦି ମ୍ୟାଚ ମଧ୍ୟ ବିବେଚିତ ହୋଇଥିଲେ । ଦିନିକିଆରେ ନମ୍ବର ୱାନ୍ ବ୍ୟାଟର ହୋଇ ପୁଣି ଥରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି । ହିଟମ୍ୟାନ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି ବିରାଟ ।

ବର୍ତ୍ତମାନ ବିରାଟ କୋହଲି ଭଲ ଫର୍ମରେ ରହିଛନ୍ତି । ଅଷ୍ଟ୍ରେଲିଆରେ ୫୦ ଓଭର ବିଶିଷ୍ଟ ସିରିଜ୍ ପରଠାରୁ, କୋହଲି ତାଙ୍କର ଶେଷ ୫ ଇନିଂସରେ ଅପରାଜିତ ୭୪, ୧୩୫ , ୧୦୨, ଅପରାଜିତ ୬୫ ଏବଂ ୯୩ ରନ୍ କରିଛନ୍ତି । ୩୭ ବର୍ଷୀୟ ଖେଳାଳି ଜୁଲାଇ ୨୦୨୧ ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ରାଙ୍କିଙ୍ଗର ଶୀର୍ଷକୁ ଫେରିଛନ୍ତି । ଭାରତକୁ ଭଦୋଦରାରେ ନ୍ୟୁଜିଲାଣ୍ଡର ମୋଟ ୩୦୦ ରନକୁ ସଫଳତାର ସହ ପିଛା କରିବାରେ ସାହାଯ୍ୟ କରିଥିଲା କୋହଲିଙ୍କ ଇନିଂସ । 

𝗡𝘂𝗺𝗯𝗲𝗿 𝗢𝗡𝗘 👑

Congratulations to Virat Kohli - the Number One Batter in ICC Men's ODI Rankings 👏👏#TeamIndia | @imVkohli pic.twitter.com/yTWjSQlNb7

— BCCI (@BCCI) January 14, 2026
​​​​​​​କୋହଲି ପ୍ରଥମ ଥର ପାଇଁ ଅକ୍ଟୋବର ୨୦୧୩ରେ ଦିନିକିଆରେ ଶୀର୍ଷ ସ୍ଥାନ ହାସଲ କରିଥିଲେ । ସେ ମୋଟ ୮୨୫ ଦିନ ପାଇଁ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ନମ୍ବର ୧ରେ ସବୁଠାରୁ ଅଧିକ ସମୟ ଧରି ରହିବା ଖେଳାଳି ତାଲିକାରେ କୋହଲି ୧୦ମ ସ୍ଥାନରେ ଅଛନ୍ତି । ୨୩୦୬ ଦିନ ସହ ବିବ ରିଚାର୍ଡ ପ୍ରଥମ ସ୍ଥାନରେ ରହିଛନ୍ତି । ୨୦୭୯ ଦିନ ସହ ବ୍ରାୟନ ଲାରା ଦ୍ୱିତୀୟ ଓ ୧୩୬୧ ଦିନ ସହ ମାଇକେଲ ବେବନ ତୃତୀୟ ସ୍ଥାନରେ ରହିଛନ୍ତି । ଆଇସିସି ନମ୍ବର ୱାନ୍ ବ୍ୟାଟର ତାଲିକାରେ ବିରାଟଙ୍କ ପରେ ଦ୍ୱିତୀୟ ସ୍ଥାନରେ ଡାରିଏଲ ମିଚେଲ ଅଛନ୍ତି । ଏହାପରେ ତୃତୀୟ ସ୍ଥାନରେ ଅଛନ୍ତି ରୋହିତ ଶର୍ମା ।
Tags: PrameyaOdia Cuttack Virat Kohli
Prameya QR

Prameya E-paper

ରାଶିଫଳ
  • Horoscope
    Today Horoscope : ଏହି ରାଶିର ବ୍ୟକ୍ତିଙ୍କ ଖର୍ଚ୍ଚଭାର ବୃଦ୍ଧି ପାଇବ, ମନରେ ଦୁଶ୍ଚିନ୍ତା ଏବଂ ଦୁର୍ଭାବନା ଲାଗି ରହିବ July 21, 2026
  • Tuesday Horoscope Today: Check Your Zodiac Sign Prediction
    ମଙ୍ଗଳବାର: ଏହି ରାଶିର ବ୍ୟକ୍ତି ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ବିପଦରେ ପଡ଼ିବେ July 20, 2026
  • Horoscope
    Today Horoscope : ଏହି ରାଶିର ବ୍ୟକ୍ତି ସାବଧାନ, ଯାନବାହନ ବ୍ୟବହାରରେ ବେଳେ ସତର୍କ ରହନ୍ତୁ... July 20, 2026
  • horoscope
    Today Horoscope : ଏହି ରାଶିର ବ୍ୟକ୍ତିଙ୍କ ନୂତନ ବ୍ୟବସାୟର ସୁଯୋଗ ଜୁଟିବ July 19, 2026
ଜିଲ୍ଲା
  • accident
    Pallahara accident : ପାଲଲହଡ଼ାରେ ଓଲଟିଲା OSRTC ବସ୍, ୩୦ ଯାତ୍ରୀ ଆହତ, ଜଣେ ଗୁରୁତର July 21, 2026
  • bahuda
    Ratha yatra 2026: ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ July 21, 2026
  • mudrer
    ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ମୃତ୍ୟୁ ସସ୍‌ପେନ୍ସ: ସୁଇସାଇଡ୍‌ ନୋଟ୍‌ରୁ ଖିଅ ଖୋଜୁଛି ପୁଲିସ, ପତ୍ନୀ ଓ ପୁରୁଷ ବନ୍ଧୁଙ୍କ ସମେତ ୮ ଜଣଙ୍କୁ ଜେରା July 20, 2026
  • muder
    Love Dhoka: ପ୍ରେମିକାକୁ ତଣ୍ଟିଚିପି ହତ୍ୟା ମାମଲା, ପୁଲିସ୍‌କୁ ଚକମା ଦେବାକୁ ମିଛ ନାଟକ ରଚିଥିଲା ପ୍ରେମିକ, ଧରାଇଦେଲା ମୋବାଇଲ୍‌ ଟ୍ରାକିଂ July 20, 2026

News

  • News7 Odia
  • Prameya-ePaper
  • Prameya-English

Quick Links

  • Contact Us
  • Privacy Policy
  • Terms of Usage

Important Links

  • Train Ticket
  • Get Aadhar
  • Odisha Redcross
  • Police Commissionerate
  • Health Department
  • OSRTC
  • Electric Vehicle Subsidy Apply
Footer Banner
Download on Play Store
  • News7 Odia
  • Prameya
    (ePaper, Odia, English)
Download on App Store
  • News7 Odia
  • Prameya
    (ePaper, Odia, English)
Barcode

www.prameya.com

Copyright © 2025 - Summa Real Media Private Limited. All Rights Reserved.