PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ମ୍ୟାଚ୍ ଚାଲୁଥିବା ସମୟରେ ହଠାତ୍ ପଡ଼ିଆକୁ ଆସି କପଡ଼ା ଖୋଲି ଦେଇଥିଲେ ଏହି ମହିଳା ଜଣକ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିଶ୍ବକପ ୨୦୧୯ର ଫାଇନାଲ ମୁକାବିଲା ଲର୍ଡ୍ସ ଷ୍ଟାଡିୟମରେ ହୋଇଥିଲା। ଖେଳ ଚାଲୁଥିବା ସମୟରେ ହଠାତ୍ ପଡ଼ିଆ ଭିତରକୁ ଅଜଣା ମହିଳା ଜଣକ ପସି ଆସି ନିଜ କପଡ଼ା ଖୋଳିବାକୁ ଚେଷ୍ଟା କରିଥିଲେ।

ମହିଳା ଜଣଙ୍କ ନାଁ ହେଉଛି ଏଲିନା ଓ୍ବିଲିଟିସ୍କି। ଏଲିନା କଳା ରଙ୍ଗର ପୋ​‌ଷାକ ପିନ୍ଧିଛନ୍ତି। ଏଲିନାଙ୍କ ଏହି ନ୍ୟୁଡ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଏଲିନା ନିଜ ପୁଅ ବିଟାଲୀ ଡୋରୋବେଟ୍ସକିଙ୍କ ଆଡଲ୍ଟ ଓ୍ବେବସାଇଟ୍ ଏବଂ ୟୁଟୁବ୍ ଚ୍ୟାନେଲକୁ ପ୍ରମୋଟ କରିବା ପାଇଁ ଏଭଳି କାମ କରିଥିଲେ।

କୁହାଯାଉଛି କି ଏଲିନା କପଡ଼ା ଖୋଳିବା ପରେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସ ସଂଖ୍ୟା ବଢ଼ିବାରେ ଲାଗିଛି। ଏଲିନା ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ନିଜର ନ୍ୟୁଡ୍ ଓ ହଟ୍ ଫଟୋ ସେୟାର କରିଛନ୍ତି।