ଭୁବନେଶ୍ୱର,୨୪/୦୫: ସେଲଫି ନେବା ହେଲା କାଳ । ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ। ଭୁବନେଶ୍ୱରର ମଞ୍ଚେଶ୍ବର ରେଳ ଷ୍ଟେସନ୍ରେ ଅଘଟଣ। ସୂଚନା ମୁତାବକ, ଯୁବକ ଜଣକ ସେଲଫି ନେବା ପାଇଁ ବଗି ଉପରେ ଚଢ଼ିଥିଲେ । ଫଟୋ ଉଠାଉଥିଲା ବେଳେ ଯୁବକ ଜଣକ ଜଳିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ରାଜସ୍ଥାନର ବୋଲି ଜଣାପଡିଛି । ସେ CTTCରେ ଟ୍ରେନିଂ ପାଇଁ ଭୁବନେଶ୍ବର ଆସିଥିଲେ।
ଆହୁରି ପଢନ୍ତୁ-Social work : ଦିନେ ଭୋକରେ ରହିଥିଲେ, ଏବେ ଭୋକ ଦୂର କରୁଛନ୍ତି, ୧୫ ବର୍ଷ ହେଲା ବସ୍ତି ବୁଲି ବାଣ୍ଟୁଛନ୍ତି ଖାଦ୍ୟ
ଖବର ଅପଡେଟ୍ ଜାରି ରହିଛି....