PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଏପ୍ରିଲ ପହିଲାରୁ ସରକାରୀ ପେନସନ୍ ସ୍କିମରେ ଆସିବ ପରିବର୍ତ୍ତନ

ଏପ୍ରିଲ ପହିଲାରୁ ରାଷ୍ଟ୍ରୀୟ ପେନସନ୍ ପ୍ରଣାଳୀ (ଏନପିଏସ୍)ରେ ଟଙ୍କା ଲଗାଉଥିବା ବ୍ୟକ୍ତିଙ୍କୁ ପୁରା ଟିକସ ଛାଡ଼ ହେବ। ସରକାର ଏନପିଏସକୁ ପିଫିଏଫ୍‌ ଭଳି ‘ଇଇ’ର  ଟିକସ ଛାଡ ଯୋଜନାରେ ସାମିଲ କରିଛନ୍ତି। ଏହା ବ୍ୟତୀତ ଏନପିଏସ୍ ଦ୍ବାରା ସରକାରଙ୍କ ତରଫରୁ ଦିଆଯାଉଥିବା ଯୋଗଦାନକୁ ବଢ଼ାଇ ୧୪ ପ୍ରତିଶତ କରିଦେଇଛନ୍ତି। ପୂର୍ବରୁ ଏହା ୧୦ ପ୍ରତିଶତ ଅଛି। ଯଦିଓ କର୍ମଚାରୀଙ୍କ ନ୍ୟୁନତମ ଯୋଗଦାନ ୧୦ ପ୍ରତିଶତ ହିଁ ରହିବ।

ରାଷ୍ଟ୍ରୀୟ ପେନସନ୍ ପ୍ରଣାଳୀ ଖାତାକୁ ଆପଣ ଯେକୈାଣସି ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କରେ ଖୋଲି ପାରିବେ। ଦେଶର ପ୍ରାୟ ସବୁ ସରକାରୀ ଏବଂ ବେସରକାରୀ ବ୍ୟାଙ୍କକୁ ପିଓପି କରାଯାଇଛି। ଏଥିପାଇଁ ଯେକୈାଣସି ବ୍ୟାଙ୍କରେ ବି ଆପଣ ଆକାଉଣ୍ଟ ଖୋଲିପାରିବେ। ଏହି ଯୋଜନାରେ ଦୁଇ ପ୍ରକାର ଆକାଉଣ୍ଟ ରହିଛି।

ଟିୟର ୧ ଏବଂ ଟିୟର ୨। ପ୍ରତି ଗ୍ରାହକଙ୍କୁ ଏକ ପରମାନେଣ୍ଟ୍ ରିଟାୟରମେଣ୍ଟ ଆକାଉଣ୍ଟ ନମ୍ବର କାର୍ଡ ଉପଲବ୍ଧ କରାଯାଏ। ଯେଉଁଥିରେ ୧୨ଅଙ୍କ ବିଶିଷ୍ଟ ଏକ ନମ୍ବର ଥାଏ। ଏହି ନମ୍ବର ସବୁ ପ୍ରକାର ଦେଣନେଣ କାମରେ ଆସିଥାଏ।