ବଲାଙ୍ଗିର ୩/୪: ଦଳ ଛାଡିଲେ ୧୦ କଂଗ୍ରେସ କର୍ମୀ । କଂଗ୍ରେସର ବହୁ ବରିଷ୍ଠ ନେତା ବୁଧବାର ସମୂହ ଇସ୍ତଫା ଦେଇଛନ୍ତି । ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର । ପୂର୍ବତ୍ତନ ଜିଲ୍ଲା କଂଗ୍ରେସ ସଭାପତି ବଗବାନ ବଗର୍ତ୍ତି ଇସ୍ତଫା ଦେଇଛନ୍ତି । ଚଳିତ ନିର୍ବାଚନରେ ଟିକେଟ ପାଇଁ ଆଶାୟୀ ଥିଲେ ଲକ୍ଷ୍ମଣ । ଦେଓଗାଁ ବ୍ଲକ୍ ଅଧ୍ଯକ୍ଷା ରୀନା ମେହେର ମଧ୍ଯ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ୯ ଜଣ କର୍ମୀ ମଧ୍ଯ ଇସ୍ତଫା ଦେଇଛନ୍ତି । ତେବେ ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ସୂଚନା ମିଳିଛି ।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...