PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ବଜ୍ରପାତରେ ୧୩ ଗୋରୁ ମୃତ,୧୨ ଗୁରୁତର

ନୀଳଗିରି,୧୮/୩:ନୀଳଗିରି ବ୍ଲକ ପ୍ରତାପପୁର ଠାରେ ବଜ୍ରାଘାତରେ ୧୩ଟି ଗୋରୁ ମୃତ୍ୟୁ ଘଟିଥିବା ବେଳେ ୧୨ ଟି ଗୋରୁ ଗୁରୁତର ହୋଇଥିବା ଜଣାପଡିଛି।ସୂଚନାଯୋଗ୍ୟ ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଠାରେ ସୋମବାର ଅପରାହ୍ନ ୪ଟା ସମୟରେ ହଠାତ ବଜ୍ରାଘାତ ସହ ବର୍ଷା ହୋଇଥିଲା।ସେହିଠାରେ ଥିବା ଏକ ଅବ୍ୟହୃତ ଘରେ  ୨୫ରୁ ଅଧିକ ଗୋରୁ ରହିଥିଲେ। ବଜ୍ରାଘାତ ସମୟରେ ସମସ୍ତେ ଟଳି ପଡ଼ିଥିଲେ।ବର୍ଷା ଛାଡିବାରୁ ଗ୍ରାମବାସୀ ଯାଇ ଦେଖିବା ପରେ ପଶୁଚିକତ୍ସା ଅଧିକାରୀଙ୍କୁ ଡକାଇଥିଲେ। ହେଲେ ୧୩ ଟି ଗୋରୁର ମୃତ୍ୟୁ ଘଟିଥିବା ବେଳେ ୧୨ ଟି ଗୁରୁତର ଥିବା ଜଣାପଡିଛି।