PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏସଟିଏଫ୍ ଜବତ କଲା ୧୪ ଲକ୍ଷ ଜାଲ ନୋଟ୍ , ୨ ଗିରଫ

ବରଗଡ଼,୭।୭ ଏସଟିଏଫ୍  ହାତରେ  ଧରାପଡ଼ିଲା  ଜାଲ ନୋଟ୍  କାରବାର । ବରପାଲି  ଥାନା ଅଞ୍ଚଳରୁ  ୧୪ ଲକ୍ଷ ୨୯ ହଜାର ୫ଶହ  ଟଙ୍କା ଜାଲ ନୋଟ ଜବତ କରିଛି ଏସ୍ ଟିଏଫ୍  । ଏହି ଘଟଣାରେ ୨ ଜଣଙ୍କୁ ଏସଟିଏଫ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେଉତ୍ତରପ୍ରଦେଶର  ପତ୍ତୁ ଯାଦବ  ଏବଂ  ବରଗଡ଼  ଅଞ୍ଚଳର  ବଳରାମ ମେହେର ।

 ଉତ୍ତରପ୍ରଦେଶର  ପତ୍ତୁ ଯାଦବ  ଏବଂ  ବରଗଡ଼  ଅଞ୍ଚଳର  ବଳରାମ ମେହେର ଜାଲ ନୋଟ ନେଇ ଯାଉଥିବା ବେଳେ ଏସଟିଏଫ ଖବର ପାଇ ଚଢାଉ କରିଥିଲା। ସେମାନଙ୍କ ଠାରୁ ଜାଲ ନୋଟ ଜବତ କରିବା ସହ ଗିରଫ କରିଥିଲା। ଏସ୍ ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ  ଏ ନେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର