PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡ଼ା : କୋଟଗଡ଼ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ବନବିଭାଗ
  • ||
  • ବରଗଡ଼ : ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ
  • ||
  • ଧର୍ମଗଡ଼ : ଭବାନୀପାଟଣାରେ ଛତରଯାତ୍ରା ପାଳିତ, ରକ୍ତରଞ୍ଜିତ ହେଲା ମା’ ମାଣିକେଶ୍ଵରୀଙ୍କ ପୀଠ
  • ||

ରାଜଧାନୀରୁ ୨୩୭ ଆକ୍ରାନ୍ତ ଚିହ୍ନଟ

https://m.economictimes.com/

ଭୁବନେଶ୍ୱର ୧୩/୮: ରାଜଧାନୀ ଭୁବନେଶ୍ୱରରେ ଆଜି  ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୩୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୨ ଓ ସ୍ଥାନୀୟ ଅଞ୍ଚଳରୁ ୧୦୫ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୪୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୦୧୫ ଜଣ ସୁସ୍ଥ ହୋଇଛନ୍ତି ଓ ୨୩ ଜଣଙ୍କର ମୃତ୍ୟୁ ହୋଇଛି ।