PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଅସୀମ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା “ସଜର୍ନା’ରେ ସୃଷ୍ଟରି ସଂରଚନା

ଭୁବନେଶ୍ୱର,୯ା୨(ବ୍ୟୁରୋ): ଅସୀମ ବସୁ ଫାଉଣ୍ଡେସନ୍‌ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠତି ଅସୀମ ମହୋତ୍ସବ୨୦୧୯ର ଆଜ ିଥଲିା ଦତି୍ୱୀୟ ସନ୍ଧ୍ୟା । ଏହ ିଅବସରରେ ପୁରୀ ରଙ୍ଗଶାଳା ପକ୍ଷରୁ ମଞ୍ଚସ୍ଥ ହୋଇଥଲିା ନାଟକ “ସର୍ଜନା’ । କାହାଣୀ ଅନୁସାରେ ସୃଷ୍ଟରି ସଂରଚନା କଲେ ବ୍ରହ୍ମା, ବଷ୍ଣିୁ ଓ ମହେଶ୍ୱର । ପ୍ରଥମେ ଜଳ, ସ୍ଥଳ, ଆକାଶ, ଅଗ୍ନ ିଓ ପବନ ସୃଷ୍ଟି କଲେ । ପରେ ଜୀବଜନ୍ତୁ, ଉଦ୍ଭିଦ ଓ ମାନବ ସୃଷ୍ଟି କଲେ । ଏହା ଥଲିା ଚମତ୍କାରତିା । କନ୍ତିୁ ବଜ୍ଞିାନର ବଜି୍‌ ୱଙ୍ଗି ଥଓିରୀ କଛି ିଅଲଗା । ଯୁଗ ଯୁଗାନ୍ତ ଧର ିଅବ୍ୟାହତ ବବିର୍ତ୍ତନ ପ୍ରକ୍ରୟିାରୁ ହିଁ ସୃଷ୍ଟ ଏଇ ପୃଥବିୀ । ଏମତି ପୌରାଣକି ଓ ବୈଜ୍ଞାନକି ଗାଥାକୁ ସ୍ପଷ୍ଟ କରଥିଲିା ନାଟକ ସର୍ଜନା ।
ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଗୌରୀ ରଞ୍ଜନ ବାରିକ, ରମେଶ ଚନ୍ଦ୍ର ଦାସ, କୃଷ୍ଣ ପ୍ରସାଦ ମିଶ୍ର, ଦୀନବନ୍ଧୁ ବେହେରା, ଦିବ୍ୟଜ୍ୟୋତି ସାହୁ, ହରିହର ଦଳେଇ, ନିରାକାର ପଣ୍ଡା, ପଙ୍କଜ ପ୍ରଧାନ, ଦିବ୍ୟମ୍‌ ସାହୁ, ଅଙ୍କିତା ଭଦ୍ର, ଶୁଭଲକ୍ଷ୍ମୀ ସୌମ୍ୟାଶ୍ରୀ ବେହେରା, ପ୍ରିୟଙ୍କା ଦାସ, ମୋନାଲିସା ପ୍ରଧାନ ଏବଂ ପୁଷ୍ପାଞ୍ଜଳି ମିଶ୍ର । ନାଟକର ରଚନା ଗଣେଶ୍ୱର ମିଶ୍ର କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ ସାହୁ । ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ମନୋରଞ୍ଜନ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ୱରଞ୍ଜନ, ଅସିତ ମହାନ୍ତି, ଧୀର ମଲ୍ଲିକ, ଲାଲା ବିରେନରାୟ, ଝରଣା ଦାସ ଓ ଅତସୀ ବସୁ ପ୍ରମୁଖ ।

ସମ୍ବନ୍ଧିତ ଖବର