PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଅସୀମ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା “ସଜର୍ନା’ରେ ସୃଷ୍ଟରି ସଂରଚନା

ଭୁବନେଶ୍ୱର,୯ା୨(ବ୍ୟୁରୋ): ଅସୀମ ବସୁ ଫାଉଣ୍ଡେସନ୍‌ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠତି ଅସୀମ ମହୋତ୍ସବ୨୦୧୯ର ଆଜ ିଥଲିା ଦତି୍ୱୀୟ ସନ୍ଧ୍ୟା । ଏହ ିଅବସରରେ ପୁରୀ ରଙ୍ଗଶାଳା ପକ୍ଷରୁ ମଞ୍ଚସ୍ଥ ହୋଇଥଲିା ନାଟକ “ସର୍ଜନା’ । କାହାଣୀ ଅନୁସାରେ ସୃଷ୍ଟରି ସଂରଚନା କଲେ ବ୍ରହ୍ମା, ବଷ୍ଣିୁ ଓ ମହେଶ୍ୱର । ପ୍ରଥମେ ଜଳ, ସ୍ଥଳ, ଆକାଶ, ଅଗ୍ନ ିଓ ପବନ ସୃଷ୍ଟି କଲେ । ପରେ ଜୀବଜନ୍ତୁ, ଉଦ୍ଭିଦ ଓ ମାନବ ସୃଷ୍ଟି କଲେ । ଏହା ଥଲିା ଚମତ୍କାରତିା । କନ୍ତିୁ ବଜ୍ଞିାନର ବଜି୍‌ ୱଙ୍ଗି ଥଓିରୀ କଛି ିଅଲଗା । ଯୁଗ ଯୁଗାନ୍ତ ଧର ିଅବ୍ୟାହତ ବବିର୍ତ୍ତନ ପ୍ରକ୍ରୟିାରୁ ହିଁ ସୃଷ୍ଟ ଏଇ ପୃଥବିୀ । ଏମତି ପୌରାଣକି ଓ ବୈଜ୍ଞାନକି ଗାଥାକୁ ସ୍ପଷ୍ଟ କରଥିଲିା ନାଟକ ସର୍ଜନା ।
ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଗୌରୀ ରଞ୍ଜନ ବାରିକ, ରମେଶ ଚନ୍ଦ୍ର ଦାସ, କୃଷ୍ଣ ପ୍ରସାଦ ମିଶ୍ର, ଦୀନବନ୍ଧୁ ବେହେରା, ଦିବ୍ୟଜ୍ୟୋତି ସାହୁ, ହରିହର ଦଳେଇ, ନିରାକାର ପଣ୍ଡା, ପଙ୍କଜ ପ୍ରଧାନ, ଦିବ୍ୟମ୍‌ ସାହୁ, ଅଙ୍କିତା ଭଦ୍ର, ଶୁଭଲକ୍ଷ୍ମୀ ସୌମ୍ୟାଶ୍ରୀ ବେହେରା, ପ୍ରିୟଙ୍କା ଦାସ, ମୋନାଲିସା ପ୍ରଧାନ ଏବଂ ପୁଷ୍ପାଞ୍ଜଳି ମିଶ୍ର । ନାଟକର ରଚନା ଗଣେଶ୍ୱର ମିଶ୍ର କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ ସାହୁ । ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ମନୋରଞ୍ଜନ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ୱରଞ୍ଜନ, ଅସିତ ମହାନ୍ତି, ଧୀର ମଲ୍ଲିକ, ଲାଲା ବିରେନରାୟ, ଝରଣା ଦାସ ଓ ଅତସୀ ବସୁ ପ୍ରମୁଖ ।