PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ଲୁଟ୍, ବନ୍ଧୁକ ଦେଖାଇ ଲୁଟି ନେଲେ ୪ ଲକ୍ଷ ୬୪ ହଜାର

କାମାକ୍ଷାନଗର, ୮।୮  କଲା ପଲସର ଆତଙ୍କ। ଶାନ୍ତିଲତା ଫିଲିଙ୍ଗ ଷ୍ଟେସନ  ମ୍ୟାନେଜର ଟଙ୍କା ଡିପୋଜିଟ କରିବାକୁ ଯାଇଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ କଲା ପଲସରରେ ଆସି ବନ୍ଧୁକ ଦେଖାଇ ୪ ଲକ୍ଷ ୬୪ ହଜାର ଲୁଟି ନେଇଛନ୍ତି।

ଶାନ୍ତିଲତା ଫିଲିଙ୍ଗ ଷ୍ଟେସନ  ମ୍ୟାନେଜର ୪ ଲକ୍ଷ ୬୪ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଧରି ବିରାଶଳ ଗ୍ରାମବ୍ୟାଙ୍କକୁ ଡିପୋଜିଟ କରିବା ପାଇଁ ଯାଉଥିଲେ। ବାଟରେ ୨ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ତାଙ୍କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ତାଙ୍କ ଠାରୁ ବ୍ୟାଗଟି ଛଡାଇ ନେଇ ଦ୍ରୁତ ଗତିରେ ଚାଲି ଯାଇଥିଲେ। ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।