ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

କୋଇଲା ଚୋରା ଚାଲାଣ ଚାଲିଥିବା ବେଳେ ସିଟି ଡିଏସପିଙ୍କ ଚଢ଼ାଉ, ୪ଟି କୋଇଲା ବୋଝେଇ ଗାଡି ଜବତ

Published By : Prameya | April 20, 2025 11:19 AM

ଭୁବନେଶ୍ଵର, ୨୦/୦୪ : ଭଦ୍ରକରେ କୋଇଲା ଚୋରା ଚାଲାଣ ଚାଲିଥିବା ବେଳେ ସିଟି ଡିଏସପିଙ୍କ ଚଢ଼ାଉ। ରାହାଞ୍ଜରୁ ଯାଜପୁର ଚାଲାଣ ହଉଥିବା ବେଳେ ୪ଟି କୋଇଲା ବୋଝେଇ ଗାଡି ଜବତ। ଦୁଇଟି ୧୬ ଚକିଆ ଟ୍ରକ୍ ଓ ଦୁଇଟି ପିକଅପ ଭ୍ୟାନ୍ ଚରମ୍ପା ନିକଟରୁ ଜବତ କଲା ପୋଲିସ। 

ସୂଚନାଯାୟୀ, ରାହାଞ୍ଜରୁ ଯାଜପୁର କୋଇଲା ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ସିଟି ଡିଏସପି ସମ୍ବିତ ମାଝୀ ଶ୍ରମିକ ବେଶରେ ଯାଇ ଚଢାଉ କରିଥିଲେ। ଚରମ୍ପା ନିକଟରୁ ଦୁଇଟି କୋଇଲା ବୋଝେଇ ୧୬ ଚକିଆ ଟ୍ରକ୍ ଓ ଦୁଇଟି ପିକଅପ ଭ୍ୟାନ୍ ଜବତ କରିଥିଲେ। ଘଟଣାସ୍ଥଳରୁ କୋଇଲା ମାଫିଆମାନେ ଫେରାର ହୋଇଯାଇଥିଲେ। 

ଏହି ଖବରଟିକୁ ପଢନ୍ତୁ-ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.