PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଛାତ ଭାଙ୍ଗି ଘରେ ପଶିଲେ ଦୁର୍ବୃତ୍ତ : ୪୯ ହଜାର ଟଙ୍କା, ସୁନା ଅଳଙ୍କାର ଚୋରି

ଚନ୍ଦାହାଣ୍ଡି ,୫।୧୦ (ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ଥାନା  ଅଧିନ  ଭାଲୁଡଙ୍ଗରି  ଗ୍ରାମରେ  ମଙ୍ଗଳବାର ରାତି ରେ  ଗ୍ରାମର କ୍ଷୀର ସିନ୍ଧୁ ନାୟକଙ୍କ ଘର  ଛାତ  ଭାଙ୍ଗି ଦୁର୍ବୁତ୍ତମାନେ  ଘର ଭିତରେ ପଶି ଚୋରି କରିଛନ୍ତି।  ଘରେ  ଥିବା  ୪୯ ହଜାର  ଟଙ୍କା ଏବଂ ୫ଭରି  ସୁନା ଅଳଙ୍କାର ଲୁଟି ନେଇ ଥିବା  କ୍ଷୀର ସିନ୍ଧୁ ନାୟକ  ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ  ଅଭିଯୋଗ   କରିଛନ୍ତି।

ଭାଲୁଡୋଙ୍ଗରି ଗ୍ରାମର  କ୍ଷୀର ସିନ୍ଧୁ ନାୟକ  ମଙ୍ଗଳବାର ରାତିରେ  ସପରିବାର  ଖାଇ  ପିଇ  ଶୋଇ ଥିଲେ ।  ସକାଳେ  ଉଠି ବା  ପରେ  ତାଙ୍କ ଘର  ଛାତ  ଭଙ୍ଗା  ହୋଇଥିବା  ଦେଖିଥିଲେ।  ଘରେ  ରଖିଥିବା  ୪୯ ହଜାର  ଟଙ୍କା ଏବଂ ୫  ଭରି  ସୁନା ଅଳଙ୍କାର ଚୋରି ହୋଇଥିବା ଦେଖିଥିଲେ। ଏ ନେଇ ସେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର