PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମୁମ୍ବାଇ ପୋଲିସକୁ ବଡ଼ ସଫଳତା: ୫୧୬ କିଲୋ ଡ୍ରଗ୍ସ ଜବତ, ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ରହିଛି ୧୦୨୬ କୋଟି

ମୁମ୍ବାଇ,୧୬।୮: ପୋଲିସ ମଙ୍ଗଳବାର ୫୧୬ କିଲୋ ଏମ୍‌ଡି ଡ୍ରଗ୍ସ ଜଗତ କରଛି, ଯାହାର ମୂଲ୍ୟ ପୟେ ୧୦୨୬ କୋଟି ଟଙ୍କା ବୋଲି ଆକଳନ କରାଯାଉଛି। ମୁମ୍ବାଇ ଆଣ୍ଠି ନାର୍କୋଟିମ୍ ସେଲ୍‌ର ଓ୍ବର୍ଲି ୟୁନିଟ୍‌ ଗୁଜୁରାଟର ଭରୁଚ ଜିଳ୍ଲାର ଅଙ୍କଳେଶମ୍ବର ଅଞ୍ଚଳରେ ଥିବା ଏକ ଡ୍ରଗ୍ସ ଫ୍ୟାକ୍ଟ୍ରିର ପର୍ଦାପାଶଦ କରିଛି। ପୋଲିସ ପ୍ରାୟ ୫୧୬ କେଜି ଏମଡି ଡ୍ରଗ୍ସ ଜବତ କରିଛି। ଏହା ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧,୦୨୬ କୋଠି ଟଙ୍କା ରହିଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହା ପୂର୍ବରୁ ମୁମ୍ବାଇ ପୋଲିସ ଶିବାଜୀ ନଗରରୁ ମଧ୍ୟ  ଡ୍ରଗ୍ସ ଜବତ କରିଥିଲା। ଶିବାଜୀ ନଗର ପରେ ପୋଲିସକୁ ଏହି ଡ୍ରଗ୍ସ ଧରିବାର ବାଟ ଫିଟିଯାଇଥିଲା। ମୁମ୍ବାଇ ପୋଲିସକୁ ଏହି ଡ୍ରଗ୍ସ ଜବତ କରିବାକୁ ୫ ମାସ କଷ୍ଟ କରିବାକୁ ପହିଥିଲା। ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ ସେଲ୍‌ ଏହା ଉପରେ ଲଗାତାର କାମ କରୁଥିଲା। ଗତ ୧୩ ତାରିଖରେ ଟିମ୍‌କୁ ବଡ ସଫଳତା ମିଳିଥିଲା। ଟିମ୍ ଗୁଜରାଟର ଅଙ୍କଲେଶମ୍ବରରୁ ଜବତ କରିଥିଲା। ପୋଲିସର କହିବା ଅନୁସାରେ, ଏକ ବଡ ଅନ୍ତର୍ଜାତୀୟ ଡ୍ରଗ୍ସ ତସ୍କରୀ ଗ୍ୟାଙ୍ଗ ବହୁ ରାଜ୍ୟରେ ବ୍ୟାପି ରହିଛି। ଏହି ଡ୍ରଗ୍ସ ହାଇ ପ୍ରୋଫାଇଲ ସର୍କଲକୁ ସପ୍ଲାଇ କରାଯାଉଛି।

ସମ୍ବନ୍ଧିତ ଖବର