PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ: ୨୪ କ୍ଯାବିନେଟ୍, ୯ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଏବଂ ୨୪ ରାଷ୍ଟ୍ରମନ୍ତ୍ରୀ

ନୁଆଦିଲ୍ଲୀ ୩୦/୫: ରାଷ୍ଟ୍ରପତି ଭବନରେ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ଶପଥ ଗ୍ରହଣ ଉତ୍ସବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଦାମୋଦର ଦାସ ମୋଦି ଶପଥ ଗ୍ରହଣ କରିବା ପରେ ଅନ୍ୟ ମନ୍ତ୍ରୀମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ୨୫ ଜଣ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଥିବାବେଳେ ରାଷ୍ଟ୍ରମନ୍ତ୍ରୀଭାବେ ୨୪ଜଣ ଏବଂ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)ଭାବେ ୯ଜଣ ଶପଥ ନେଇଛନ୍ତି । ଶପଥ ନେଇଥିବା ମନ୍ତ୍ରୀମାନେ ହେଲେ…

ନରେନ୍ଦ୍ର ଦାମୋଦର ମୋଦି- ପ୍ରଧାନମନ୍ତ୍ରୀ

କ୍ୟାବିନେଟମନ୍ତ୍ରୀ

୧.ରାଜନାଥ ସିଂ

୨.ଅମିତ ଶାହ

୩.ନିତିନ ଗଡ଼କରୀ

୪.ନିର୍ମଳା ସୀତାରମଣ

୫.ରାମ ବିଳାସ ପାଶୱାନ

୬.ନରେନ୍ଦ୍ର ସିଂ ତୋମାର

୭.ରବି ଶଙ୍କର ପ୍ରସାଦ

୮.ହର୍ଷସିମରତ ସିଂ କୌର ବାଦଲ

୯.ଥୱରଚନ୍ଦ ଗେହ୍ଲଟ

୧୦.ଡାକ୍ତର ରମେଶ ପୋଖରୀଆଲ

୧୧.ପ୍ରକାଶ ଜାଭଡେକର

୧୨.ପିୟୁଷ ବେଦ ପ୍ରକାଶ ଗୋୟଲ

୧୩.ଡାକ୍ତର ହର୍ଷବର୍ଦ୍ଧନ

୧୪.ସ୍ମୃତି ଇରାନୀ

୧୫.ଅର୍ଜୁନ ମୁଣ୍ଡା

୧୬.ଧର୍ମେନ୍ଦ୍ର ପ୍ରଧାନ

୧୭.ମୁଖତାର ଆବାସ ନାକଭି

୧୮.ମହେନ୍ଦ୍ର ନାଥ ପାଣ୍ଡେ

୧୯.ଅରବିନ୍ଦ ସାୱନ୍ତ

୨୦.ଗିରିଜା ସିଂହ

୨୧.ଗଜେନ୍ଦ୍ର ସିଂହ ଶେଖାୱତ

୨୨. ସଦାନନ୍ଦ ଗୌଡା

୨୩. ଏସ ଜୟଶଂକର

୨୪. ପ୍ରହଲ୍ଲାଦ ଯୋଶୀ

ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ)

୧. ସନ୍ତୋଷ ଗଙ୍ଗୱାର

୨.ରାଓ ଇନ୍ଦ୍ରଜିତ ସିଂ

୩. ଶ୍ରୀପଦ ନାଏକ

୪. ଡା. ଜିତେନ୍ଦ୍ର ସିଂ

୫. କିରଣ ରିଜଜୁ

୬. ପ୍ରହ୍ଲାଦ ପଟେଲ

୭. ରାଜକୁମାର ସିଂ

୮. ହରଦୀପ ସିଂ ପୁରୀ

୯. ମନସୁଖ ମାଣ୍ଡଭିୟ

ରାଷ୍ଟ୍ରମନ୍ତ୍ରୀ

୧.ଫଗନ ସିଂ କୁଲସ୍ତେ

୨.ଅଶ୍ବିନୀ ଚୌଭେ

୩.ଅର୍ଜ୍ଜୁନ ମେଘୱାଲ

୪. ବିଜୟ କୁମାର ସିଂ

୫.କ୍ରିଷ୍ଣନ ପାଲ ଗୁଜ୍ଜର

୬. ଦାଦା ସାହେବ ଡାଙ୍ଗବେ

୭. ଜି କିଶାନ ରେଡ୍ଡି

୮. ପୁରୁଷୋତ୍ତମ ରୂପାଲା

୯. ରାମଦାସ ଅଠାୱଲେ

୧୦. ସାଧ୍ବୀ ନିରଂଜନ ଜ୍ୟୋତି

୧୧. ବାବୁଲ ସୁପ୍ରିୟୋ

୧୨. ସଂଜୀବ ବାଲିୟାନ

୧୩. ସଂଜୟ ଧୋତ୍ରେ

୧୪.ଅନୁରାଗ ଠାକୁର

୧୫. ସୁରେଶ ଅଙ୍ଗାଡି

୧୬. ନିତ୍ୟାନନ୍ଦ ରାଏ

୧୭. ରକନଲାଲ କଟାରିଆ

୧୮.ଭି. ମୂରଲୀଧରନ

୧୯. ରେଣୁକା ସିଂ

୨୦. ସୋମ ପ୍ରକାଶ

୨୧. ରାମେଶ୍ବର ତେଲି

୨୨. ପ୍ରତାପ ଚନ୍ଦ୍ର ଷଡଙ୍ଗୀ

୨୩. କୈଳାସ ଚୌଧୁରୀ

୨୪. ଦେବଶ୍ରୀ ଚୌଧୁରୀ

ସମ୍ବନ୍ଧିତ ଖବର