PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚଭୂତରେ ଲୀନ ହେଲେ ରାଇମୋହନ , ମୁଖାଗ୍ନି ହେଲେ ସାନଝିଅ ଉଦିତା ପରିଡ଼ା , ପୁରୀ ସ୍ୱର୍ଗଦ୍ୱାରରେ ରାଇଙ୍କ ଶେତକୃତ୍ୟ ସଂପନ୍ନ
  • ||
  • ଭୁବନେଶ୍ୱର: ବାଣୀବିହାରରେ ପୁଣି ଆତଙ୍କ। ବୁଲିଲା ଖଣ୍ଡା , ଭୁଜାଲି। ଛିନ୍ ଛତ୍ର ହୋଇ ଦୌଡ଼ିଲେ ଛାତ୍ର ଛାତ୍ରୀ। କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ର ଙ୍କୁ ଆକ୍ରମଣ କରିଥିବା ସୂଚନା।
  • ||
  • ମୃତ୍ଯୁ ପରେ ଚକ୍ଷୁଦାନ କଲେ ରାଇମୋହନ, କ୍ୟାପିଟାଲ ହସ୍ପିଟାଲରେ କରାଗଲା ତାଙ୍କର ଚକ୍ଷୁଦାନ , କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା
  • ||
  • ଭୁବନେଶ୍ଵର : ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ, ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା
  • ||
  • ଭୁବନେଶ୍ୱର: ମାସ ଶେଷରେ ଲଘୁଚାପ, ପ୍ରଥମ ସପ୍ତାହରେ ବର୍ଷିବ: ଆଜିଠୁ ୬ ଦିନ ଯାଏଁ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ପୁରୀ: ଅଣସର ପିଣ୍ଡିରେ ଚକା ବିଜେ ହେଲେ ଶ୍ରୀବିଗ୍ରହ, ଆଜି ଖଳି ଲାଗି ପରେ ମୋଦକ ସମର୍ପଣ ନୀତି
  • ||
  • ଭୁବନେଶ୍ୱର: ଆଜି ଭୁବନେଶ୍ୱର କୋର୍ଟ ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଆଇନଜୀବୀ
  • ||
  • ଜଳେଶ୍ୱର: ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଜୁନାଗଡ଼: ସାଥିରେ ନେଲେନି ବୋଲି… ଦୁଇ ବନ୍ଧୁଙ୍କୁ ଏସିଡ୍‌ ମାଡ଼ କଲା ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ଆତ୍ମହତ୍ୟା କଲା ବାପା
  • ||

ବାଥରୁମରେ ପାଣି ଭର୍ତ୍ତି ବାଲଟି ବଦଳାଇ ପାରେ ଆପଣଙ୍କ ଭାଗ୍ୟ,ଜାଣନ୍ତୁ ଏହି ବାସ୍ତୁ ଟିପ୍ସ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁଶାସ୍ତ୍ରର ଜ୍ୟୋତିଷଶାସ୍ତ୍ରର ବିଶେଷ ମହାତ୍ତ୍ବ ରହିଛି। ସେଭଳି କୁହାଯାଏ ଯେ ବାସ୍ତୁର ନିୟମ ପାଳନ କରିବା ଦ୍ବାରା ଲୋକଙ୍କ ଜୀବନରେ ସଫଳତା ଓ ସୁଖ ସମୃଦ୍ଧି ମିଳିଥାଏ। ସେଭଳି ଆମର ଆଖପାଖର ବାତବରଣରେ ସବୁବେଳେ ସକାରତ୍ମକ ଶକ୍ତି ପ୍ରବାହିତ ହୋଇଥାଏ।

ଏହି ପ୍ରବାହ ଆମ ଜୀବନକୁ ସିଧା ସଳଖ ଭାବରେ ପ୍ରଭାବିତ କରିଥାଏ। କିନ୍ତୁ ଶକ୍ତିର ପ୍ରବାହ ସକାରତ୍ମକ ହେବା ବଦଳରେ ଯଦି ନକାରତ୍ମକ ହୁଏ ତେବେ ପରିବାରରେ ରହୁଥିବା ବ୍ୟକ୍ତିଙ୍କ ମନ ଉପରେ ଖରାପ ପ୍ରଭାବ ପଡିଥାଏ। ସେଭଳି ଆପଣଙ୍କ ସମ୍ପର୍କରେ ମନାନ୍ତର ଓ ଝଗଡା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ସେଭଳି ଯଦି ଶକ୍ତି ସକାରତ୍ମକ ହୋଇଥାଏ ତେବେ ଘରେ ସବୁବେଳେ ଖୁସି ରହିଥାଏ। ଆଜି ଆମେ ଆପଣଙ୍କୁ ବାସ୍ତୁଶାସ୍ତ୍ର ସମ୍ପର୍କିତ କିଛି ଖାସ୍ ଉପାୟ ସମ୍ପର୍କରେ କହିବାକୁ ଯାଉଛୁ। ତାହା ଜାଣି ରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି ବହୁ ଉପାୟ ରହିଛି ଯାହାକୁ ପ୍ରୟୋଗ କରିବ ଆପଣ ନିଜ ଘର ପରିବାରରେ ଖୁସି ଭରି ପାରିବେ। ଆମେ ପୁରା ଘରର ଇଣ୍ଟରିୟର ବାସ୍ତୁ ହିସାବରେ ସଜାଇବା ସହିତ ବାଥରୁମକୁ ମଧ୍ୟ ବିଶେଷ ଭାବରେ ଧ୍ୟାନରେ ରଖିବା ଦରକାର। ବାଥରୁମରେ ଯଦି ପାଣି ଭରି ବାଲଟି ରଖନ୍ତି ତେବେ ଘରେ ସବୁବେଳେ ଖୁସି ଭରି ରହିଥାଏ।

ସେଭଳି ଘରେ ଧନର ଦେବୀ ଲକ୍ଷ୍ମୀଙ୍କ ବାସ ମଧ୍ୟ ହୋଇଥାଏ। ବାଲଟିରେ ପାଣି ଭର୍ତ୍ତି ଥିଲେ ଘରେ କେବେ ଧନର ଅଭାବ ହେବ ନାହିଁ। ସେଭଳି ପେଙ୍ଗଶୁଇ ଅନୁସାରେ ବାଥରୁମ ପାଇଁ ହାଲକା ନୀଳ ରଙ୍ଗର ବାଲଟି ରଖିବା ବହୁତ ଭଲ। ଯଦି ବାଥରୁମରେ ବାସ୍ତୁଦୋଷ ରହିଛି ତେବେ ବାଥରୁମ କବାଟର ଠିକ୍ ସାମନାରେ ଦର୍ପଣ ଲଗାନ୍ତୁ ନାହିଁ। ଏକରୁ ଅଧିକ ଆଇନା ବାଥରୁମରେ ଲଗାଇବା ମଧ୍ୟ ଭଲ ବୋଲି ମନେକରାଯାଇ ନଥାଏ।