PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ରକ୍ତରେ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର, ସବସିଡି ପଛେ ବନ୍ଦ ହୋଇଯାଉ କିନ୍ତୁ ପାକିସ୍ତାନଠୁ ପ୍ରତିଶୋଧ ଦରକାର

source:www.amarujala.com

ଅମେଠୀ ୧୭/୨: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶବାସୀଙ୍କ ଆଖିରେ କ୍ରୋଧର ବହ୍ନି ଜଳୁଛି । ଘଟଣାକୁ ବିରୋଧ କରି ଉତ୍ତର ପ୍ରଦେଶ ଅମେଠୀର ପ୍ରଭାତ ପାଣ୍ଡେୟ ନାମକ ଜଣେ ଓକିଲ ନିଜ ରକ୍ତରେ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ପତ୍ରରେ ଲେଖାଯାଇଛି ଯଦି ଦେଶର ଅର୍ଥ ବ୍ଯବସ୍ଥା ପଛରେ ପଡିଯାଉଛି ତେବେ କିଛି ଚିନ୍ତା ନାହିଁ । ଏହା ମଧ୍ଯ ଲେଖାଯାଇଛି ଯଦି ସବସିଡି ସମାପ୍ତ ହୋଇଯାଉଛି, ହୋଇଯାଉ କିନ୍ତୁ ଏହି ହୃଦୟ ବିଦାରକ ଘଟଣାର ପ୍ରତିକାର ଜରୁରୀ ନିଆଯିବା ଦରକାର  ।