PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଟ୍ରେନ ଟିକଟ ହଜିଯାଇଛି କି, ତଥାପି ଆପଣଙ୍କୁ ରୋକି ପାରିବ ନାହିଁ ଟିଟିଇ, ଜାଣନ୍ତୁ କେମିତି…

ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯଦି ଭୁଲରେ ରିଜର୍ବେସନ ଟିକଟ ଭୁଳି ଯାଉଛନ୍ତି ବା ହଜିଯାଉଛି କିମ୍ବା ଟ୍ରେନ ଛାଡ଼ି ଚାଲିଯାଉଛି ତେବେ ଆପଣ କଣ କରିବେ। ଏହା ବାଦ୍ ଆପଣଙ୍କ ଟିକଟ ଟଙ୍କା ଡୁବି ଯାଇଛି କିମ୍ବା ଆପଣଙ୍କ ଟିକଟରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ ପର୍ଯ୍ୟନ୍ତ ଟିକଟ ହୋଇଛି ଆଉ ଆପଣ ସେହି ଷ୍ଟେସନକୁ ନ ଯାଇ ତାଠୁ ଆଗକୁ ଯିବାକୁ ଅଛି ତେବେ ଆପଣ କଣ କରିବେ। ତେବେ ଏସବୁ ପାଇଁ ଏବେ ଆଉ ଚିନ୍ତା କରନ୍ତୁ ନାହିଁ। କାରଣ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ରେଳ ବିଭାଗ ଏକ ନିୟମ ବାହାର କରିଛି।

୧.  ଟିକଟ ହଜିଗଲେ ବି ଟିଟିଇ ଆପଣଙ୍କୁ ଆଉ ହଇରାଣ କରିବେ ନାହିଁ। ଆପଣ ରେଳ ଯାତ୍ରା ପାଇଁ ଇ-ଟିକେଟ ନେଇଛନ୍ତି ଆଉ ଟ୍ରେନରେ ବସିବା ପରେ ଆପଣ ଟିକଟ ପାଉନାହାନ୍ତି, ସେହି ସମୟରେ ଆପଣ ଟିଟିଇକୁ ୫୦ଟଙ୍କା ପେନାଲ୍ଟି ଦେଇ ନିଜ ଟିକଟ ହାସଲ କରିପାରିବେ।

୨. ଆପଣ ପ୍ଲାର୍ଟଫର୍ମ ଟିକଟରେ ବି ଟ୍ରେନରେ ଯାତ୍ରା କରିପାରିବେ। ଯଦି ଜରୁରୀ କାଳିନ ଅବସ୍ଥାରେ ଯାତ୍ରୀ ଟ୍ରେନରେ ଯାଉଛନ୍ତି ଆଉ ଆପଣଙ୍କ ପାଖରେ ଟିକଟ ନାହିଁ। ତେବେ ପ୍ରଥମେ ଟିଟିଇକୁ ଜଣାଇ ତାଠାରୁ ଯଥାଶୀଘ୍ର ଟିକଟ ପାଇଁ ଅନୁରୋଧ କର କରନ୍ତୁ। ସେହି ସମୟରେ ଯାତ୍ରୀଠାରୁ ୨୫୦ ଟଙ୍କା ପେନଳ୍ଟି ଏବଂ ଯାତ୍ରାର ଭଡ଼ା ଦିଅନ୍ତୁ।

୩. ଟ୍ରେନ ଛାଡ଼ିବା ପରେ ବି ଆପଣ ଫେରସ୍ତ ପାଇବାର ଅଧିକାର ଅଛି। ଅର୍ଥାତ୍ ଯଦି ଆପଣଙ୍କ ଟ୍ରେନ ମିସ୍ ହୋଇଯାଇଛି, ତେବେ ଆପଣ ଟିଡିଆର ଭରି କରି ନିଜ ଟିକଟର ବେସ୍ ଟଙ୍କାର ୫୦ପ୍ରତିଶତ ଫେରସ୍ତ ପାଇପାରିବେ।

୬. ଯଦି ଆପଣ ଟ୍ରେନ ଛାଡ଼ି ଦେଇଛି ତେବେ ଟିଟିଇ ଆଗ ଦୁଇ ଷ୍ଟେସନ୍ ପର୍ଯ୍ୟନ୍ତ ଆପଣଙ୍କ ସିଟ୍ ଅନ୍ୟ କାହାକୁ ଆଲର୍ଟ କରି ପାରିବ ନାହିଁ। ଦୁଇଟା ଷ୍ଟେସନ୍ ଯିବା ପରେ ଟିଟିଇ ଆରଏସି ଟିକଟ ଥିବା ଯାତ୍ରୀଙ୍କୁ ଏହି ଟିକଟ ଆଲର୍ଟ କରିପାରିବ।

ସମ୍ବନ୍ଧିତ ଖବର