ଗୋପାଳପୁର,୦୯/୦୭: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଆଜି ତଦାରଖ କରିଛନ୍ତି ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ସୁରଞ୍ଜିତା ଜେନା । ସେ ବିମାନ ବନ୍ଦରରେ ନିର୍ମାଣାଧୀନ କାମକୁ ବୁଲି ଦେଖିବା ସହ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ଅତିରିକ୍ତ ସଚିବ ସୁରଞ୍ଜିତା ଜେନାଙ୍କ ସହ ଯୋଗାଯୋଗ ବେଳେ ବିମାନ ବନ୍ଦରର କାମ କେତେ ଦୂର ଆଗେଇଛି ତାହା ଅନୁଧ୍ୟାନ କରିଛନ୍ତି । ଏନେଇ ଚଳିତ ବର୍ଷ ଶେଷ ସୁଦ୍ଧା କାମ ସରିବ ବୋଲି ପିଡବ୍ଲୁଡି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...