PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଏଆଇଏଡିଏମ୍‌କେର ବୈଠକରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ଙ୍କ ଉପରକୁ  ବୋତଲ ମାଡ,ପାର୍ଟି ନେତାଙ୍କ ପ୍ରବଳ ହଙ୍ଗାମା

ଚେନ୍ନାଇ,୨୩।୬: ତାମିଲନାଡୁର ବନଗରମର ଶ୍ରୀବାରୁ ଭେଙ୍କଟଚଲପତି ପାଲେସରେ ଆୟୋଜିତ ଏଆଇଡିଏମ୍‌କେ ପାର୍ଟିର ସାଧାରଣ ପରିଷଦ ବୈଠକରେ ହଙ୍ଗାମା। ଏହି ସମୟରେ ଦଳର ସଂଯୋଜକ ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ୍‌ଙ୍କ ଉପରକୁ କିଛି ଉତ୍ୟକ୍ତ ଲୋକ ବୋତଲ ଫିଙ୍ଗି ଥିଲେ। ହଙ୍ଗାମା ବଢୁଥିବାର ଦେଖି ସେ ବୈଠକ ମଝିରୁ ଉଠି ବାହାରକୁ ଚାଲିଯାଇଥିଲେ।

ଏଆଇଡିଏମ୍‌କେର ସଂଯୋଜକ ଓ.ପନିରସେଲଭମ ଗୁରୁବାର ଦଳର ସାଧାରଣ ପରିଷଦରେ ସଦସ୍ୟମାନଙ୍କର ଏକକ ନେତୃତ୍ୱର ଦାବି ବଜାୟ ରଖିବା ଓ ନିଜର ପ୍ରତିଦ୍ବନ୍ଦୀ ଏବଂ ମିଳିତ ସଂଯୋଜକ ଇ.କେ ପଲାନୀସ୍ବାମୀଙ୍କ ପକ୍ଷ ନିଆଯିବା ପରେ ବୈଠକ ଛାଡି ଚାଲିଯାଇଥିଲେ। ପଲାନୀସ୍ବାମୀଙ୍କ ସମର୍ଥକଙ୍କ ଭିତରୁ ଜଣେ ସଜା ହୋଇଥିବା ଏକ ମୁକୁଟ, ତଲଓ୍ବାର ଓ ରାଜଦଣ୍ଡ ଉପହାରରେ ଦେଇଥିଲେ। ପନିରସେଲଭମ୍ ଓ ଦଳର ଉପସଚିବ ବେଥିଲିଙ୍ଗମଙ୍କ ସହିତ ତାଙ୍କର ସମର୍ଥକ ବୈଠକରୁ ଚାଲିଯାଇଥିଲେ। ହଙ୍ଗାମା ଭିତରେ ପରିଷଦର ବୈଠକ ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର