PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଅଢ଼େଇ ବର୍ଷର ଶିଶୁକୁ ନିର୍ମମ ଭାବେ କରିଲା ହତ୍ୟା, ୨ ଅଭିଯୁକ୍ତ ଗିରଫ

ଅଳ୍ଲୀଗଡ଼ ୭।୬: ଅଳ୍ଲୀଗଡ଼ ଟପ୍ପଲ ଅଞ୍ଚଳରେ ଅଢ଼େଇ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରିଥିବା ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜାହିଦ୍ ଛୁଆର ବାପା ବନବାରୀଙ୍କ ପଡ଼ୋଶୀ। ବନବାରୀ ଜାହିଦଠାରୁ ୧୦ହଜାର ଟଙ୍କା ଧାର ନେଇଥିଲେ। ମାତ୍ର ସେ ତାକୁ ଫେରାଇ ପାରିନଥିଲେ। ତେଣୁ ବାରମ୍ବାର ବାରମ୍ବାର ଜାହିଦ୍ ବନବାରୀଙ୍କୁ ଧମକ୍ ଦେଇ ଚାଲିଥିଲା। ଦିନ ପରେ ଦିନ ଗଡ଼ି ଚାଲିବାରୁ ଆଉ ଥୟ ଧରିପାରିନଥିଲା ଜାହିଦ୍। ଶେଷରେ ଅଭିଯୁକ୍ତ ଜାହିଦ ଅଢ଼େଇ ବର୍ଷର ଶିଶୁକୁ ଘରୁ ଉଠାଇନେଇଥିଲା। ତିନି ଦିନ ପରେ ଉକ୍ତ ଶିଶୁର ଶବ ଘର ପାଖରେ ଥିବା କୁଡ଼ିଆ ଘରୁ ମିଳିଥିଲା।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ଶିଶୁକୁ ଗଳା ଚିପି ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁଇ ଦିନ ଯାଞ୍ଚ କରିବା ପରେ ପୁଲିସ ଜାହିଦ ଏବଂ ତା ସାଙ୍ଗରେ ଥିବା ସାଥୀ ଅସଲମକୁ ଗିରଫ କରିଛି। ପଚରାଉଚରା କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର