PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

କଟିଲା କିଷାନ ପଣ୍ଡାଙ୍କ ଟିକେଟ, ଧର୍ମଶାଳାରୁ ଲଢିବେ ସ୍ମୃତିରଖା

ଭୁବନେଶ୍ୱର ୧୦/୪: ସ୍ମୃତିରେଖା ପହିଙ୍କ ଟିକେଟ ବଳବତ୍ତର ରହିଲା । ଯାଜପୁର ଧର୍ମଶାଳା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ନିର୍ବାଚନ ଲଢିବେ । ତାଙ୍କ ଟିକେଟ ବଳବତ୍ତର ରହିଲା । କିଷାନ ପଣ୍ଡାଙ୍କୁ ଟିକେଟ୍ ମିଳିଲାନି । ପୂର୍ବରୁ ସ୍ମୃତିରେଖାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ପରେ କିଷାନ ପଣ୍ଡାଙ୍କୁ ଟିକେଟ ଦେବାପାଇଁ ଘୋଷଣା କରିଥିଲା ଦଳ ।

ଟିକେଟ କଟାଯିବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଥିଲେ ସ୍ମୃତିରେଖା । ନିରଞ୍ଜନଙ୍କ ଘର ଆଗରେ ଧାରଣା ଦେବାସହ ଟିକେଟ କଟିବା ନେଇ ଜବାବ ମାଗିଥିଲେ । ତେବେ ଏଥିରେ ପୁଣି ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଶେଷରେ ସ୍ମୃତିରେଖା ପହିଙ୍କ ଟିକେଟ ବଳବତ୍ତର ରହିଛି  ।

ସମ୍ବନ୍ଧିତ ଖବର