ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କ ନାଁରେ ଦେଇଥିଲେ ବଡ ବୟାନ

source:www.ndtv.com
ନୁଆଦିଲ୍ଲୀ ୨୮/୧: ସୋସିଆଲ ମିଡିଆରେ ନିଜ ବୟାନ ପାଇଁ ଟ୍ରୋଲର ଶିକାର ହେଲେ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପିଏମ ମୋଦିଙ୍କ ଉପରେ ଦେଇଥିବା ବୟାନ ପରେ ଏବେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ୍ କରି ଟ୍ୱିଟ୍ କରିଥିଲେ ‘ଯଦି କିଏ ମୋଦି ଭକ୍ତ ତେବେ ସେ ଦେଶ ଭକ୍ତ ହୋଇପାରିବନି ଏବଂ ଯିଏ ଦେଶ ଭକ୍ତ ସେ କେବେବି ମୋଦି ଭକ୍ତ ହେବନି । ଏବେ ସମୟ ଆସିଛି ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଆପଣ କାହା ଭକ୍ତ ହେବେ ।’
ତେବେ ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ମିମ୍ ବର୍ଷା । ୟୁଜର୍ସ ତାଙ୍କ ଟ୍ରୋଲ୍ କରିବାକୁ ଲାଗିଲେ ।
मोदी भक्त कभी देश भक्त नहीं हो सकता और देश भक्त कभी मोदी भक्त नहीं हो सकता। अब समय आ गया है – आपको तय करना होगा कि आप देशभक्त हो या मोदीभक्त?
— Arvind Kejriwal (@ArvindKejriwal) January 28, 2019
— MITTHU (@MITTHU_BHAI) January 28, 2019
????? pic.twitter.com/GGplHsVZKa
— tk singh (@tksingh50304770) January 28, 2019
बाद में मत बोलना की ?? pic.twitter.com/lVcDpBAoIa
— Sunaina Singh ?? (@ISunainaSingh) January 28, 2019
केजरीवाल टू :शीला दीक्षित
— Sunaina Singh ?? (@ISunainaSingh) January 28, 2019
370 पन्नो की फ़ाइल ?? pic.twitter.com/BiK5X6TRfx
सर आपको इलाज की सख्त जरूरत है
— Dr. Ashish (@BeingDabangg4) January 28, 2019
आओ कभी क्लीनिक पे ??