PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପାହାଡ ଉପରୁ ଏଟିଏମ ଲୁଟେରାକୁ ଧରିଲା ପୋଲିସ

ନୀଳଗିରି, ୧୯।୩  ନୀଳଗିରି ର ଦେବଗିରି ପାହାଡ଼ ଉପରେ ଛପିଥିବା ଏଟିଏମ ଲୁଟେରା ର ମାଷ୍ଟର ମାଇଣ୍ଡ  ସତ୍ୟବାନ ନାୟକ (ବାପିନ)ଙ୍କୁ  ପୋଲିସ ଗିରଫ କରିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଟିଏମ ଭାଙ୍ଗି ଆଖିପିଛୁଳାକେ ଉଭାନ ହୋଇଯାଉଥିବା ସତ୍ୟବ୍ରତ ନାୟକ ଓରଫ ବାପିନ କୁ ମୟୁରଭଞ୍ଜ ଜିଲ୍ଲାର ଜସିପୁର ପୋଲିସ ଓ ନୀଳଗିରି ପୋଲିସ ମଳିତ ଉଦ୍ୟମରେ ଦେବଗିରି ପାହାଡ଼ ରେ ଲୁଚିଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲେ। ପରେ ଦୁଇଘଣ୍ଟାର  ଅପରେସନ ପରେ ତାକୁ ଗିରଫ ପାହାଡ ଉପରୁ ଗିରଫ କରିଥିଲା।

କିଛିଦିନ ପୂର୍ବେ  ତାର ସହଯୋଗୀ କୁ ପୋଲିସ ଗିରଫ କରିଥିଲା।  ନୀଳଗିରି ପାହାଡ଼ରେ ବାପିନ ଲୁଚିରହିବା ସହଯୋଗୀ  ଠାରୁ ସୂଚନା ପାଇ ପୋଲିସ ଜାଲ ବିଛାଇ ରହିଥିଲା। ପୋଲିସ ବାପିନଙ୍କୁ ଧରିବାରେ ସଫଳ ହୋଇଛି।