PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କୁମ୍ଭୀରକୁ ଏଭଳି ଗିଳିଦେଲା ଅଜଗର,ସୋସିଆଲ ମିଡିଆରେ ହେଲା ଭାଇରାଲ

କୁଇନ୍ସଲ୍ୟାଣ୍ଡ,୧୩।୭: ସୋସିଆଲ ମିଡିଆରେ ଏକ ଭୟାନକ ଫଟୋ ଭାଇରାଲ ହେବାକୁ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଏକ କୁମ୍ଭୀରକୁ  ଅଜଗର ଗିଳିଦେଇଛି, ତାହା ପୁଣି ଅଳ୍ପ ସମୟ ମଧ୍ୟରେ। ଏହି ଅଦ୍ଭୁତ ଘଟଣାର କିଛି ଫଟୋ ବର୍ତ୍ତମାନ ଇଣ୍ଟରନେଟ୍‌ରେ ବେଶ୍‌ ଟ୍ରେଣ୍ଡ କରୁଛି। ଅଷ୍ଟ୍ରେଲିଆ କୁଇନ୍ସଲ୍ୟାଣ୍ଡର ମାଉଣ୍ଟ ଇସାଠାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ସିଜି ୱାଇଲ୍ଡଲାଇଫ୍‌ ରେସ୍କ୍ୟୁ ପକ୍ଷରୁ ସୋଶାଲ ମିଡିଆରେ ଗତ ଜୁନ୍ ୧ରେ ଶେୟାର କରାଯାଇଛି।ଏହି ଫଟୋ ପୋଷ୍ଟରେ ୨୦ ହଜାର କମେଣ୍ଟ ମିଳିଥିବାବେଳେ ୪୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଶେୟାର କରିସାରିଲେଣି।

ଲାଇଭ ସାଇନ୍ସର ସୂଚନା ଅନୁସାର,ଅଜଗରର ହନୁହାଡ଼ର ଆକୃତି ଏପରି ଯେ ଏହା ମୁହଁକୁ ଯେତେ ଇଛା ସମ୍ଭବ ଓସାର କରି ଆରାମରେ ଶିକାରରକୁ ଗିଳିଦିଏ। ଏପରିକି ନିଜ ଶରୀରଠାରୁ ଅଧିକ ବଡ଼ ଜନ୍ତୁ ଗିଳିବାର କ୍ଷମତା ଅଜଗରର ରହିଥାଏ। ଅଜଗର ହରିଣ, କୁମ୍ଭୀର ଏବଂ ବେଳେବେଳେ ମଣିଷ ମଧ୍ୟ ଗିଳିଦେଇଥାଏ। ଅଲିଭ ଅଜଗର ଅଷ୍ଟେ୍ରଲିଆର, ଯାହାର ଲମ୍ବା ୧୩ ଫୁଟ୍ ପର୍ଯ୍ୟନ୍ତ ରହିଥାଏ।