PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ସକାଳୁ ଉଠି କରନ୍ତୁନି ଏହି ୩ଟି କାମ, ନଚେତ୍ କାଙ୍ଗାଳ ହେବାକୁ ଲାଗିବନି ବେଶି ସମୟ

tv9hindi

ନୂଆଦିଲ୍ଲୀ ୨୧/୦୩ : ସକାଳ ସମୟ ଅତି ଶୁଭ ବୋଲି ବିବେଚନା କରାଯାଏ। ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ସକାଳେ କରାଯାଇଥିବା କେତେକ କାର୍ଯ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଅଶୁଭ ବୋଲି ବିବେଚନା କରାଯାଏ। ଏହି କାର୍ଯ୍ୟଗୁଡ଼ିକ ଆମ ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟଗୁଡିକ ବିଷୟରେ…

ଅଇଁଠା ବାସନ ଦେଖିବା :

ସକାଳେ ଉଠି ଅଇଁଠା ବାସନ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ଏହି ଦ୍ୱାରା, ଜୀବନରେ ନକାରାତ୍ମକ ଶକ୍ତି ପ୍ରାଧାନ୍ୟ ଦେଇଥାଏ । ଅଇଁଠା ବାସନ ଦେଖିବା ଆପଣଙ୍କ ଦିନକୁ ଖରାପ କରିଥାଏ। ରାତ୍ରିରେ ରୋଷେଇ ଘରେ ଅଇଁଠା ବାସନ ଛାଡିଲେ ଜୀବନରେ ଦାରିଦ୍ରତା ଆସିଥାଏ। ଯଦି କୌଣସି କାରଣରୁ ଆପଣ ରାତିରେ ଅଇଁଠା ବାସନ ସଫା କରିନଥାନ୍ତି, ତେବେ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି ସକାଳି ଉଠି ତାହା ଉପରେ ଆପଣଙ୍କ ନଜର ନପଡେ ।

ନିଜ ଛାଇ ଦେଖିବା :

ସକାଳେ ଉଠି ନିଜ ଛାୟା ଦେଖିବା ଉଚିତ୍ ନୁହେଁ, ନଚେତ୍ ଏହା ନକାରାତ୍ମକ ଫଳାଫଳ ଦେଇଥାଏ। ସକାଳେ ନିଜର ଛାୟା ଦେଖିବା ଦ୍ୱାରା ଜୀବନରେ ମାନସିକ ଚାପ ବଢିଥାଏ ଏବଂ ନକାରାତ୍ମକତା ସ୍ୱଭାବ ଆସିଥାଏ। ଏହି କାରଣରୁ, ଘରେ ଅସନ୍ତୋଷ ଦେଖାଦେଇଥାଏ। ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ କୌଣସି ବନ୍ୟଜନ୍ତୁଙ୍କ ଛବି ନ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ଥାଏ।

ଦର୍ପଣ ଦେଖିବା :

ସକାଳୁ ଉଠି ଦର୍ପଣରେ ନିଜ ଚେହାରା ଦେଖିବା ଉଚିତ୍ ନୁହେଁ। ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ଆସିଥାଏ। ଯଦି ଆପଣଙ୍କ ଘରେ ଏପରି କୌଣସି ସ୍ଥାନରେ ଦର୍ପଣ ଥାଏ, ଯଥା ସମ୍ଭବ ତାହାର ସ୍ଥାନ ବଦଳାଇ ଦିଅନ୍ତୁ।