PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

‘ବାଜିଗର୍‌-୨’ରେ ନଜର ଆସିବେ ଚୁଲ୍‌ବୁଲି ସୁମନ, ୟୁଟ୍ୟୁବ୍‌ରେ ଦର୍ଶକଙ୍କ ମନ ଜିଣିବେ

କଟକ ୩୦/୦୬: ପୂର୍ବରୁ ସମସ୍ତଙ୍କ ମନ ଜିଣିଥିଲା ମ୍ୟୁଜିକ୍‌ ଭିଡିଓ ବାଜିଗର । ଯାହାକୁ ୟୁଟ୍ୟୁବ୍‌ରେ ଭରପୂର ପସନ୍ଦ କରିଥିଲେ ଦର୍ଶକ । ଏବେ ସେହି ବାଜିଗରର ଦ୍ୱିତୀୟ ଭାଗ ରିଲିଜ୍‌ ହୋଇଛି । ଜି ମ୍ୟୁଜିକ୍‌ ବ୍ୟାନର୍‌ରେ ରିଲିଜ୍‌ ହୋଇଥିବା ‘ବାଜିଗର୍‌-୨’ରେ ସୁନ୍ଦର ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ସୁମନ ।

ତାଙ୍କ ସହ ନଜର ଆସିଛନ୍ତି ଅଭିନେତା ଦେବ୍‌ । ଦୀପକ ରାୟଙ୍କ ନିର୍ଦ୍ଦେଶିତ ଓ ଜୁମ୍‌ ମହାପାତ୍ରଙ୍କ ପ୍ରଯୋଜିତ ଏହି ମ୍ୟୁଜିକ୍‌ ଭିଡିଓଟି ମଧ୍ୟ ପୂର୍ବ ଭଳି ଟ୍ରେଣ୍ଡିଂରେ ରହିଛି । ସୁମନ ଫଗୁଣରେ ଫଗୁଣ ଓ ମୋତେ ମୋ ଠୁ ତୁ ଅଧିକ ଜାଣୁ ଭଳି ମ୍ୟୁଜିକ୍‌ ଭିଡିଓରେ ଅଭିନୟର ଯାଦୁ ଦେଖାଇସାରିଛନ୍ତି ।