PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ବଲାଙ୍ଗିର, ୧୮/୧୧ : ଭିଜିଲାନ୍ସ ଜାଲରେ ବେଲପଡ଼ା ତହସିଲର ସେକ୍ସନ ଅଫିସର। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର ଯୁଗଳ କିଶୋର ରାଉତ।

ସୂଚନାନୁଯାୟୀ, ଏକ ଜମି ମ୍ୟୁଟେସନ ପାଇଁ ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଯୁଗଳ କିଶୋର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ଯୁଗଳଙ୍କ ପାଟଣାଗଡ ବାସଭବନ ଓ ବେଲପଡ଼ା ତହସିଲ ଅଫିସ୍ ଚାମ୍ବରରେ ଅଧିକ ଛାନଭିନ୍ କରୁଥିବା ସୂଚନା ମିଳିଛି।