PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଶୀତ ଦିନେ ଖାଆନ୍ତୁ ଚିନାବାଦାମ, ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ ୦୯/୧୨: ଶୀତ  ଦିନେ ଗାଁ ହେଉ ଅବା ସହର ରାସ୍ତା କଡ଼ରେ ଭଜା ଚିନାବାଦାମ ବିକ୍ରି ହେଉଥିବା ପ୍ରାୟ ସମସ୍ତେ ଦେଖିଥିବେ ନିଶ୍ଚୟ । ଥଣ୍ଡା ଋତୁ  ଆସିବା ପରେ ରାସ୍ତା କଡ଼ରେ କେବଳ ଭଜା ବାଦାମ ନୁହେଁ, ବାଦାମର ବିଭିନ୍ନ ଚିକି, ଗଜକ ଓ ସିଝା ବାଦାମ ମିଳିଥାଏ । କେବେ ଭାବିଛନ୍ତି କି ଶୀତ  ଦିନେ କାହିଁକି ବହୁ ମାତ୍ରାରେ ବାଦାମ ବିକ୍ରି ହୋଇଥାଏ । ଚାଲନ୍ତୁ ଦେଖିବା  ଶୀତ ସହ ବାଦାମର ସମ୍ପର୍କ କ’ଣ?

যে কারণে প্রতিদিন চিনা বাদাম খাবেন

ଚିନାବାଦାମ ପୋଷଣ ତତ୍ତ୍ୱରେ ଭରପୂର । ଏହାକୁ ଖାଇବା ଦ୍ୱାରା ଅନେକ  ଫାଇଦା ମିଳିଥାଏ । ଏହା ପ୍ରୋଟିନ୍‌ରେ ଭରା, ତା’ ସହିତ ମାଇକ୍ରୋ ଓ  ମାକ୍ରୋ-ନ୍ୟୁଟ୍ରିଏଣ୍ଟ ମଧ୍ୟ ରହିଛି, ଯାହା ବ୍ୟକ୍ତିଙ୍କୁ ବିଭିନ୍ନ ରୋଗରୁ ରକ୍ଷା  କରିଥାଏ । ସେହିପରି ଚିନାବାଦାମ ଆଲମଣ୍ଡ, ପିସ୍ତା ଓ ଅଖରୋଟ୍‌ ପରି  ସେତେଟା ଦାମୀ ନୁହେଁ । 

ବାଦାମକୁ ଭଜା ବା  ସିଝାଇ ଖାଇପାରିବେ ।  ୧୦୦ ଗ୍ରାମ ଚିନା  ବାଦାମରେ ୨୫.୮ ଗ୍ରାମ  ପ୍ରୋଟିନ୍‌ ରହିଥାଏ ।  ଏହା ପ୍ରୋଟିନ୍‌ର ଏକ  ପ୍ରମୁଖ ସ୍ରୋତ । ତେଣୁ  ଶୀତରେ ଏହା ଶରୀର  ପାଇଁ ଲାଭଦାୟକ ।  କିନ୍ତୁ ଆବଶ୍ୟଠାରୁ  ଅଧିକ ଚିନାବାଦାମ  ଖାଇବା ଆଦୌ ଉଚିତ୍‌  ନୁହେଁ । କାରଣ ଏହା  ହୃଦୟରୋଗୀଙ୍କ ପାଇଁ  ଖୁବ୍‌ କ୍ଷତିକାରକ । ଏହା ଖରାପ କୋଲେଷ୍ଟେରଲ୍‌ ମାତ୍ରାକୁ ମଧ୍ୟ କମ୍‌  କରିଥାଏ । ସେହିପରି ମଧୁମେହ ଥିଲେ ଅଧିକ ଚିନାବାଦାମ ଖାଇବା  ଅନୁଚିତ୍‌ ।  ଏହା ଖଣିଜ ପଦାର୍ଥ, ଭିଟାମିନ୍‌, ପ୍ରୋଟିନ୍‌, ଓମେଗା-୩, ଓମେଗା-୬,  ଫାଇବର, ଫେଲେଟ୍‌, ଭିଟାମିନ୍‌-ଇ, ଥାୟାମିନ୍‌, ଫସ୍‌ଫରସ ଓ  ମ୍ୟାଗନେସିୟମ୍‌ର ପ୍ରମୁଖ ସ୍ରୋତ ମଧ୍ୟ ।