PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ବଡ଼ ବଡ଼ ଗଛ, ଅନ୍ଧାରରେ ବରଗଡ଼ ସହର

ବରଗଡ଼, ୬/୫: ବରଗଡ଼ରେ କାଳବୈଶାଖୀ ତାଣ୍ଡବ । ଶୁକ୍ରବାର ଅପରାହ୍ନ ୫ଟା ସମୟରେ ହଠାତ କାଳବୈଶାଖୀ ଜନିତ ଝଡ ତୋଫାନ ସହ ଘଡଘଡି ବର୍ଷା ଯୋଗୁଁ ବରଗଡ଼ ସହର ତଥା ଗ୍ରାମାଞ୍ଚଳରେ ବହୁ ବଡବଡ଼ ଗଛ ଭାଙ୍ଗି ପଡ଼ିଛି ।

ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ବନ୍ଦ ହୋଇଥିବା ବେଳେ ଯାତାୟାତ ଠପ ହୋଇପଡିଛି । ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଉପରେ ଗଛ ପଡିବା ଯୋଗୁ ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ବରଗଡ଼ ସହର ଅନ୍ଧାର ହୋଇପଡିଛି ।