PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବିଗ୍ ବସ୍ ୧୬ରେ ଭାଗ ନେବେ ସିୟା ରାମ୍ ଫେମ୍ ମଦିରାକ୍ଷୀ ମୁଣ୍ଡଲେ, ସଲମାନଙ୍କ ସୋରେ ଲଗାଇବେ ତଡ଼କା

ନୂଆଦିଲ୍ଲୀ, ୨୫/୦୯ : ଅକ୍ଟୋବର ୧ ଠାରୁ ଆରମ୍ଭ ହେବାକୁ ଯାଉଛି ବିଗ ବସ୍ ୧୬। ବିଗ୍ ବସ୍‌କୁ ନେଇ ଲଗାତର ପ୍ରତିଯୀଙ୍କ ଅପଡେଟ୍ ମିଳୁଛି। ଏହି କ୍ରମରେ ଆଉ ଜଣେ ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଲକ୍ଷ୍ମୀ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ମଦିରାକ୍ଷୀ ମୁଣ୍ଡଲେ ଏହି ରିଆଲିଟି ସୋରେ ଭାଗ ନେବାକୁ ଯାଉଛନ୍ତି। ତାଙ୍କୁ ବିଗ୍ ବସ୍ ୧୬ର କନଫର୍ମ ପ୍ରତିଯୋଗୀ ବୋଲି କୁହାଯାଉଛି।

ଖବରୀ ସୂଚନାନୁଯାୟୀ, ବିଗ୍ ବସ୍ ୧୬ରେ ସୁଜିତା ଦେ, ଶିବାନୀ ନାରଙ୍ଗ, ଗୌତମ ବିଜ୍, ଟିନା ଦତ୍ତା କନଫର୍ମ ପ୍ରତିଯୋଗୀ ହୋଇସାରିଛନ୍ତି। ଏବେ ମଦିରାକ୍ଷୀ ମୁଣ୍ଡଲେ କନଫର୍ମ ପ୍ରତିଯୋଗୀ ବୋଲି ସୂଚନା ମିଳିଛି। ତେବେ ଔପଚାରିକ ଭାବେ ଏହା ଘୋଷଣା କରାଯାଇ ନାହିଁ। ମଦିରାକ୍ଷୀ ଜଣେ ଟିଭି ଅଭିନେତ୍ରୀ। ସେ ୨୦୧୫ରେ ତେଲୁଗୁ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହାପରେ ସେ ଟିଭି ଧାରାବାହିକରେ କାମ ଆରମ୍ଭ କରିଥିଲେ।

ବିଗ୍ ବସ୍ ୧୬ର ବହୁ ପ୍ରମୋ ରିଲିଜ ହୋଇସାରିଲାଣି। ସଲମାନ ଖାନଙ୍କ ଦ୍ଵାରା ହୋଷ୍ଟ କରାଯାଇଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧ରେ ରିଲିଜ୍ ହେବ ବୋଲି ମେକର୍ସ ଘୋଷଣା କରିସାରିଲେଣି। କୁହାଯାଉଛି ବିଗ୍ ବସ୍‌ର ଭଏସ୍ ଆର୍ଟିଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବେ।