PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଯାହା ଘରେ ଅଛି ବାଇକ୍ ଏବଂ ସ୍କୁଟି ସେମାନଙ୍କ ପାଇଁ ଖରାପ ଖବର, ଦେଶରେ ଲାଗୁ ହେବାକୁ ଯାଉଛି ଏହି ୨ଟି ନିୟମ

ବର୍ତ୍ତମାନ ସମୟରେ ଲୋକେ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରିବାକୁ ବହୁତ କମ୍ ପସନ୍ଦ କରୁଛନ୍ତି। କାରଣ ଏବେ ସମସ୍ତେ ଚାହୁଁଛନ୍ତି କି ନିଜର ଗୋଟିଏ ଗାଡ଼ି ଥାଉ। ଆଉ ନିଜ ଗାଡ଼ିରେ ହିଁ ବୁଲା ବୁଲି କରିବାକୁ ସେମାନେ ବେଶି ପସନ୍ଦ କରୁଛନ୍ତି। କିନ୍ତୁ ଏବେ ଦୁଇ ଚକିଆ​‌ ଗାଡ଼ି ପାଇଁ କାଲିଠାରୁ ସାରା ଦେଶରେ ୨ଟି ନିୟମ ଲାଗୁ ହେବାକୁ ଯାଉଛି। ଜାଣନ୍ତୁ କଣ ରହିଛି ଏହି ୨ଟି ନିୟମରେ।

ଯଦି ଆପଣ ବି ବାଇକ୍, ସ୍କୁଟି କିମ୍ବା ଅନ୍ୟ କିଛି ଦୁଇ ଚକିଆ ଯାନ ଚଲାଉଛନ୍ତି ତେବେ ତାହା ଉପରେ ବ୍ୟକ୍ତିଗତ ବିମା କବର ୨ଲକ୍ଷର ଦାବି ରାଶି ଥିଲା କିନ୍ତୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ଯାହା ଏବେ ୧୫ଲକ୍ଷ କରି ଦିଆଯାଇଛି।

ଏବେ ଆପଣଙ୍କୁ ଦୁଇ ଚକିଆ ଯାନ କିଣିବା ପାଇଁ ୫ବର୍ଷର ଥାର୍ଡ ପାଟି ଇନସୁରାନ୍ସ ବାଧ୍ୟତା ମୂଳକ ଭାବେ କରିବାକୁ ପଡ଼ିବ। ଏହି ନୂଆ ନିୟମକୁ ଏଥିପାଇଁ ଖରାପ ଖବର କୁହାଯାଉଛି ​‌ଯେ, କାରଣ ଆପଣଙ୍କୁ ଏଥିସବୁ ପାଇଁ ଏବେ ଅଧିକ ଟଙ୍କା ଦେବାକୁ ପଡ଼ିବ।