PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

କିରଣ ମଜୁମ୍‌ଦାରଙ୍କୁ କରୋନା

www.indiatoday.in

ବେଙ୍ଗାଲୁରୁ – ବାଓଫାର୍ମାସ୍ୟୁଟିକଲ  ଫାର୍ମ ବାଓକନ୍ ମୁଖ୍ୟ କିରଣ ମଜୁମଦାରଙ୍କୁ କରୋନା ପଜିଟିଭ୍‌ । ସୋମବାର ଦିନ  ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି – ମୋର କୋଭିଡ୍‌ ଟେଷ୍ଟିଂରେ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ଦେଖାଦେଇଛି ।

କିରଣଙ୍କ ଟ୍ୱିଟ୍‌ ପରେ ବେଙ୍ଗାଲୁରର ଅନେକ ଶୁଭେଚ୍ଛୁ  ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଉଲ୍ଲେଖନୀୟ ଯେ , କର୍ଣ୍ଣାଟକର ବେଙ୍ଗାଲୁରୁ ଅର୍ବାନ ଜିଲ୍ଲାରେ ବହୁତ କରୋନା କେସ୍‌ରେ ଆସୁଛି । ଯାହାକି ୯୧,୦୦୦ କେସ୍‌ରୁ ଅଧିକ ରହିଛି । କର୍ଣ୍ଣାଟକରେ ମୁଖ୍ଯମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା , ବିରୋଧି ଦଳ ନେତା  ସିଦ୍ଦରମୈୟା ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ  ବି ଶ୍ରୀରାମୁଲୁ କୋଭିଡ୍‌-୧୯ରୁ ସୁସ୍ଥ ହୋଇଛନ୍ତି ।