PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କଲେ ବିଶ୍ୱଜିତ୍

ଖଇରା ୭/୧୦: ଓଏଏସ ପରୀକ୍ଷାର ଫଳାଫଳ ବାହାରିଥିବାବେଳେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରାଉତରାୟପୁର ଗ୍ରାମର ବିଶ୍ୱଜିତ ପଣ୍ଡା ୧୬ତମ ସ୍ଥାନ ଗ୍ରହଣ କରିଛନ୍ତି । ପିତା ବୈକୁଣ୍ଠନାଥ ପଣ୍ଡା ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିବାବେଳେ ପ୍ରଥମ ପ୍ରୟାସରେ ବିଶ୍ୱଜିତ ଉତ୍ତୀର୍ଣ୍ଣ ହୋଇଥିବାରୁ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ବିଶ୍ୱଜିତଙ୍କ ଦୁଇ ବଡ଼ ଭାଇ ଜଣେ ଇଣ୍ଡିଆନ ରେଭିନ୍ୟୁ ଅଫିସର ଓ ଅନ୍ୟ ଜଣେ ବିଏସଏଫରେ କମାଣ୍ଡର ଅଛନ୍ତି । ସେ ନିଜ ସଫଳତାର ଶ୍ରେୟ ନିଜ ପରିବାର ଲୋକଙ୍କୁ ଦେଇଛନ୍ତି ।