PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ବିଜେଡିର ୩ୟ ଓ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ଭୁବନେଶ୍ବର ଲୋକସଭାରୁ ଲଢ଼ିବେ ଅରୂପ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ ଯିବେ ରାଜ୍ୟସଭା

ଭୁବନେଶ୍ବର୨୭|୩ : ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ସହ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।

ଲୋକସଭା ଆସନ ପାଇଁ ପ୍ରାର୍ଥୀ :

ଭୁବନେଶ୍ବର- ଅରୁପ ପଟ୍ଟନାୟକ

ସମ୍ବଲପୁର- ନଳୀନକାନ୍ତ ପ୍ରଧାନ

ପୁରୀ- ପିନାକୀ ମିଶ୍ର

କେନ୍ଦ୍ରାପଡା- ଅନୁଭବ ମହାନ୍ତି

ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ

ଯାଜପୁର- ସସ୍ମିତା ସେଠୀ

ବାଲେଶ୍ବର- ରବୀନ୍ଦ୍ର ଜେନା

ଭଦ୍ରକ- ମଞ୍ଜୁଲତା ମଣ୍ଡଳ

ମୟୁରଭଞ୍ଜ- ଦେବାଶିଷ ମାରାଣ୍ଡି

ବିଧାନସଭା ଆସନ ପାଇଁ ପ୍ରାର୍ଥୀ :

ସାଲେପୁର- ପ୍ରଶାନ୍ତ ବେହେରା

ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା

ଘଷିପୁରା- ବଦ୍ରିନାରାୟଣ ପାତ୍ର

ରେମୁଣା- ସୁଧାଂଶୁ ପରିଡା

ଆଳି- ପ୍ରତାପ ଦେବ

ପାଟଣା- ଜଗନ୍ନାଥ ନାଏକ

କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ

ଭୋଗରାଇ- ଅନନ୍ତ ଦାସ

ବିଞ୍ଝାରପୁର- ପ୍ରମିଳା ମଲ୍ଲିକ

ପାଟକୁରା- ବେଦପ୍ରକାଶ ଅଗ୍ରଓ୍ବାଲ

ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ

କେନ୍ଦୁଝର- ମାଧବ ସର୍ଦ୍ଦାର

ଚୌଦ୍ବାର- ଶୋଭିତ ବିଶ୍ବାଳ

ସିମୁଳିଆ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭଣ୍ଡାରୀପୋଖରୀ- ପ୍ରଫୁଲ୍ଲ ସାମଲ

ସତ୍ୟବାଦୀ- ଉମାକାନ୍ତ ସାମନ୍ତରାୟ

ବାଙ୍କୀ- ଦେବରଞ୍ଜନ ତ୍ରିପାଠୀ

ଚାନ୍ଦବାଲି- ବ୍ୟୋମକେଶ ରାୟ

ନୟାଗଡ- ଅରୁଣ ସାହୁ

ବଡମ୍ବା ନରସିଂହପୁର- ଦେବୀ ପ୍ରସାଦ ମିଶ୍ର

ଆଠଗଡ- ରଣେନ୍ଦ୍ର ପ୍ରତାପ ସ୍ବାଇଁ

ସୁକିନ୍ଦା- ପ୍ରୀତିରଞ୍ଜନ ଘଡାଇ

ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ

ହିନ୍ଦୋଳ- ସୀମାରାଣୀ ନାୟକ

ମାହାଙ୍ଗା- ପ୍ରତାପ ଜେନା

ଧର୍ମଶାଳା- ପ୍ରଣବ ବଳବନ୍ତରାୟ

ରଣପୁର- ସତ୍ୟନାରାୟଣ ପ୍ରଧାନ

ଏକାମ୍ର ଭୁବନେଶ୍ବର- ଅଶୋକ ପଣ୍ଡା

ଢେଙ୍କାନାଳ- ସୁଧିର ସାମଲ

ପରଜଙ୍ଗ- ନୃସିଂହ ସାହୁ

ତେଲକୋଇ- ପ୍ରେମାନନ୍ଦ ନାୟକ

ଅନୁଗୁଳ- ରାଜନୀକାନ୍ତ ସିଂ

କାମାକ୍ଷାନଗର- ପ୍ରଫୁଲ୍ଲ ମଲ୍ଲିକ

ତାଳଚେର- ବ୍ରଜକିଶୋର ପ୍ରଧାନ

କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ

ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା