ପ୍ରକାଶ ପାଇଲା ବିଜେଡିର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ କେଉଁଠୁ…

ଭୁବନେଶ୍ୱର ୧୮/୩: ଘୋଷଣା ହେଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ଟି ଲୋକସଭା ସମେତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଦେଖନ୍ତୁ ତାଲିକା…
ଲୋକସଭା ଆସନ
ବ୍ରହ୍ମପୁର – ଚନ୍ଦ୍ରଶେଖର ସାହୁ
ନବରଙ୍ଗପୁର – ରମେଶ ମାଝୀ
କୋରାପୁଟ – କୌଶଲ୍ୟା ହିକକ୍କା
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂଦେଓ
ବରଗଡ- ପ୍ରସନ୍ନ ଆଚାର୍ଯ୍ୟ
ସୁନ୍ଦରଗଡ- ସୁନୀତା ବିଶ୍ବାଳ
ବଲାଙ୍ଗିର- କଳିକେଶ ସିଂଦେଓ
କନ୍ଧମାଳ- ଅଚ୍ୟୁତ ସାମନ୍ତ
ଆସ୍କା- ପ୍ରମିଳା ବିଶୋୟୀ
ବିଧାନସଭା ଆସନ
(ବ୍ରହ୍ମପୁର)
ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା
ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର- ପ୍ରଦୀପ କୁମାର ପାଣିଗ୍ରାହୀ
ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର
ମୋହନା- ପୂର୍ଣ୍ଣବାସୀ ନାୟକ
ଚିକିଟି- ଉଷା ଦେବୀ
ପାରଳାଖେମୁଣ୍ଡି- କଲ୍ୟାଣୀ ଗଜପତି
(ନବରଙ୍ଗପୁର)
ନବରଙ୍ଗପୁର- ସଦାଶିବ ପ୍ରଧାନୀ
ଉମରକୋଟ- ସୁବାସ ଗଣ୍ଡ
ଡାବୁଗାଁ- ମନୋହର ରନ୍ଧାରି
କୋଟପାଡ- ପଦ୍ମିନୀ ଡିଆଁ
ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା
(କଳାହାଣ୍ଡି)
ନୂଆପଡା- ରାଜେନ୍ଦ୍ର ଢୋଲକିଆ
ଖରିଆର- ଲମ୍ବୋଧର ନିଆଳ
ଜୁନାଗଡ- ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ- ମାସୌଦୀ ବାଗ୍
ଭବାନୀପାଟଣା- ଦୁଷ୍ମନ୍ତ ନାୟକ
ନର୍ଲା- ଭୁପିନ୍ଦର ସିଂ
(କୋରାପୁଟ)
କୋରାପୁଟ- ରଘୁରାମ ପାଡଲ
ଗୁଣୁପୁର- ରଘୁନାଥ ଗମାଙ୍ଗ
ବିଷମକଟକ- ଜଗନ୍ନାଥ ସାରକା
ରାୟଗଡା- ଲାଲବିହାରୀ ହିମିରିକା
ଲକ୍ଷ୍ମୀପୁର- ପ୍ରଭୁ ଜାନି
ଜୟପୁର- ରବି ନାରାୟଣ ନନ୍ଦ
(ଆସ୍କା)
ଆସ୍କା- ମଞ୍ଜୁଳା ସ୍ବାଇଁ
ସୋରଡା- ପୂର୍ଣ୍ଣଚନ୍ଦ୍ର ସ୍ବାଇଁ
ସାନଖେମୁଣ୍ଡି- ନନ୍ଦିନୀ ଦେବୀ
ହିଞ୍ଜିଳି- ନବୀନ ପଟ୍ଟନାୟକ
ପୋଲସରା- ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର- ଲତିକା ପ୍ରଧାନ
ଖଲ୍ଲିକୋଟ- କେ.କେ. ସୂର୍ଯ୍ୟମଣି ବୈଦ୍ୟ
(କନ୍ଧମାଳ)
ବାଲିଗୁଡା- ଚକ୍ରଧର କହଁର
ଜି.ଉଦୟଗିରି- ସାଲୁଗା ପ୍ରଧାନ
ବୌଦ୍ଧ- ପ୍ରଦୀପ ଅମାତ୍
କଣ୍ଟାମାଳ- ମହିଧର ରଣା
ଭଞ୍ଜନଗର- ବିକ୍ରମକେଶରୀ ଆରୁଖ
ଦଶପଲ୍ଲା- ରମେଶ ବେହେରା
(ବରଗଡ)
ପଦ୍ମପୁର- ବିଜୟ ସିଂ ବରିହା
ବିଜେପୁର- ନବୀନ ପଟ୍ଟନାୟକ
ଭଟଲି- ସୁଶାନ୍ତ ସିିଂ
ଅତାବିରା- ସ୍ନେହାଗିନୀ ଛୁରିଆ
ବରଗଡ- ଦେବେଶ ଆଚାର୍ଯ୍ୟ
ଝାରସୁଗୁଡା- ନବକିଶୋର ଦାସ
(ସୁନ୍ଦରଗଡ)
ସୁନ୍ଦରଗଡ- ଯୋଗେଶ ସିଂ
ରାଜଗାଙ୍ଗପୁର- ମଙ୍ଗଳା କିସାନ
ତଳସରା- ଷ୍ଟିଫେନ୍ ସୋରେନ୍
ରାଉରରେଲା- ସାରଦା ପ୍ରସାଦ ନାୟକ
ରଘୁନାଥପାଲ୍ଲୀ- ସୁବ୍ରତ ତରାଇ
ବଣେଇ- ରଞ୍ଜିତ କିସାନ
(ବଲାଙ୍ଗିର)
ବୀରମହାରାଜପୁର- ପଦ୍ମନାଭ ବେହେରା
ସୋନପୁର- ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝି- ଅଜୟ ଦାସ
ଟିଟିଲାଗଡ- ଟୁକୁନି ସାହୁ
ପାଟଣାଗଡ- ସରୋଜ ମେହେର
ଆଜି ମଧ୍ଯ ନବୀନ ନିବାସରେ ନେତା ଓ କର୍ମୀଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ଅଞ୍ଚଳର ନେତା ଓ କର୍ମୀଙ୍କୁ ଏକାନ୍ତରେ ଭେଟୁଥିଲେ ବିଜେଡି ସୁପ୍ରିମୋ । କାହାକୁ ଟିକଟ ଦେଲେ ଭଲ ହେବ ସେନେଇ ମତାମତ ନେଉଥିଲେ ଦଳର ସଭାପତି । ତେବେ ପ୍ରଥମ ଥର ପାଇଁ ଦୁଇଟି ଆସନରୁ ଲଢିବେ ନବୀନ । ଉଭୟ ବିଜେପୁର ଓ ହିଞ୍ଜିଳିରୁ ନିର୍ବାଚନ ଲଢିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।