PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଓଡିଶାର ୧୦ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ କେଉଁଠୁ ଲଢିବେ…

ନୁଆଦିଲ୍ଲୀ ୨୧/୩: ପ୍ରକାଶ ପାଇଲା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମୋଟ ୧୮୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇଥିବାବେଳେ ଓଡିଶାର ୧୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ ।

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ।  ୧୦ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଦେଖନ୍ତୁ ତାଲିକା…

ଲୋକସଭା ଆସନ
କେନ୍ଦ୍ରାପଡା – ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ସୁନ୍ଦରଗଡ- ଜୁଏଲ ଓରାମ
କେନ୍ଦୁଝର – ଅନନ୍ତ ନାୟକ
ବାଲେଶ୍ୱର- ପ୍ରତାପ ଷଡଙ୍ଗୀ
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି
ବଲାଙ୍ଗିର- ସଙ୍ଗୀତା ସିଂହଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
ଆସିକା- ଅନୀତା ଶୁଭଦର୍ଶିନୀ
ବ୍ରହ୍ମପୁର – ଭୃଗୁ ବକ୍ସିପାତ୍ର

ଅଧିକ ପଢନ୍ତୁ ବିଜେପିର ପ୍ରଥମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ: ପିଏମ୍ ମୋଦି ବାରାଣାସୀରୁ, ଅମିତ ଶାହ ଗାନ୍ଧୀନଗରରୁ ଲଢିବେ ନିର୍ବାଚନ