PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ନୀଳଗିରି: ବ୍ଲକ୍ କର୍ମଚାରୀ କରୋନା ଚିହ୍ନଟ ପରେ ହୋମ୍ କ୍ୟାରାଣ୍ଟାଇନ୍ ଗଲେ କର୍ମଚାରୀ

ନୀଳଗିରି ୬/୮ ନୀଳଗିରିରେ ଜଣେ ବ୍ଲକ କର୍ମଚାରୀ କରୋନା ଚିହ୍ନଟ ପରେ ବ୍ଲକ ପରିସରରେ ଛନକା ପଶିଛି । ଭଦ୍ରକ ଅଂଚଳର ଜଣେ କର୍ମଚାରୀ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ପ୍ରଶାସନ ତରଫରୁ ବ୍ଲକ ଅଫିସ ଓ ପରିସର କୁ ଫାୟାର କର୍ମଚାରୀ ସାନିଟାଇଜେସନ କରିଛନ୍ତି । କର୍ମଚାରୀ ମାନେ ସ୍ୱାବ ଟେଷ୍ଟ କରିବାକୁ ଜିଦ ଧରିବା ସହ ହୋମ କ୍ୟାରାଣ୍ଟାଇନରେ ରହିବାକୁ କହିଥିଲେ। ବିଡ଼ିଓ ଅନିତା ନାୟକ ଉପଜିଲ୍ଲାପାଳଙ୍କ ସହ କଥାବାର୍ତା ହୋଇ ହୋମ କ୍ୟାରାଣ୍ଟାଇନରେ ରହିବାକୁ କହିବା ସହ ଆସନ୍ତା ସୋମବାର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ ସୂଚନା ଦେଇଛନ୍ତି।