PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦିଶା ପଟ୍ଟାନୀଙ୍କ ସହ ବୋଲ୍ଡ ସିନ୍ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏହି ଅଭିନେତା, କ୍ରୋଧରେ ଟାଇଗର୍ ସ୍ରଫ୍

ବଲିଉଡ୍ ଅଭିନେତା ଅପରଶକ୍ତି ଖୁରାନାଙ୍କ ମନର ଇଚ୍ଛା ଶୁଣି ରାଗି ଯାଇଛନ୍ତି ଅଭିନେତା ଟାଇଗର ସ୍ରଫ। ଏକ ସାକ୍ଷାତକାରରେ ଅପରଶକ୍ତି ଖୁରାନାଙ୍କୁ ପଚରାଯାଇଥିଲା କି, ଆପଣ କେଉଁ ଅଭିନେତ୍ରୀଙ୍କ ସହ ବୋଲ୍ଡ ସିନ୍ କରିବାକୁ ଚାହୁଁଛନ୍ତି ?

ଅପରଶକ୍ତିହଟ୍ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ନାଁ ନେଇଥିଲେ। ଯେଉଁ କାରଣରୁ ଟାଇଗର ଅଭିନେତା ଅପରଶକ୍ତି ଉପରେ ରାଗି ଯାଇଛନ୍ତି।

ଅପରଶକ୍ତିଙ୍କୁ ପୁଣି ପଚରାଯାଇଥିଲା କି, ତୁମେ କାହା ସହିତ ଡେଟରେ ଯିବାକୁ ଚାହୁଁଛ ? କୈଟ୍ରିନା କେଫ୍ ଓ ଆଲ୍ଲିଆ ଭଟ୍ଟ ଏହି ଦୁଇ ଜଣଙ୍କ ନାଁ ଅପସନରେ ରଖାଯାଇଥିଲା। ତେବେ ଅପରଶକ୍ତି ଆଲିଆଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି ବୋଲି ନିଜ ଇଚ୍ଛା ପ୍ରକାଶ କରିଥିଲେ।

ତୃତୀୟରେ ଅପରଶକ୍ତିଙ୍କୁ ପଚରାଯାଇଥିଲା କି, ତୁମେ କେଉଁ ଅଭିନେତାଙ୍କୁ ଡେଟ୍ କରିବାକୁ ପସନ୍ଦ କରିବେ। ତେବେ ଅପରଶକ୍ତି ସାହିଦ କପୁରଙ୍କ ନାଁ ନେଇଥିଲେ। ସାହିଦଙ୍କ ଡ୍ରେସିଂ ଷ୍ଟାଇଲ ଅପରଶକ୍ତିଙ୍କୁ ପସନ୍ଦ ବୋଲି ସେ କହିଥିଲେ।

ଅପରଶକ୍ତି ଖୁରାନା ଓ ଆୟୁଷ୍ମାନଙ୍କ ତୁଳନା କରିବାକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଅପରଶକ୍ତି କହିଥିଲେ ଯେ, ‘ମୋତେ ଲାଗୁନାହିଁ କି ମୁଁ କେବେ ଆୟୁଷ୍ମାନଙ୍କ ସମତୁଲ୍ୟ ହୋଇପାରିବି। ଏଥିପାଇଁ ଆମେ ଦୁଇ ଜଣଙ୍କୁ ତୁଳନା କରାଯିବା ଉଚିତ୍ ନୁହେଁ। ଆମେ ଦୁଇ ଜଣ ଏକା ପରି ଦେଖାଯାଉ କାରଣ ଆମେ ଦୁଇ ଭାଇ ବୋଲି ଅପରଶକ୍ତି କହିଛନ୍ତି।

ସମ୍ବନ୍ଧିତ ଖବର