ପ୍ରଦେଶ କଂଗ୍ରେସର ସମ୍ଭାବ୍ଯ ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ କେଉଁଠୁ…

ଭୁବନେଶ୍ୱର ୬/୩: ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ । ତେବେ ତାଲିକା ନିମ୍ନରେ ଦର୍ଶାଯାଇଛି…
ଲୋକସଭା ପାଇଁ ପ୍ରାର୍ଥୀ ତାଲିକା
ବରଗଡ଼- ହେମାନନ୍ଦ ବିଶ୍ବାଳ/ ପ୍ରକାଶ ଦେବତା
ସୁନ୍ଦରଗଡ଼– ଜର୍ଜ ତିର୍କୀ / ପ୍ରଫୁଲ ମାଝି
ସମ୍ବଲପୁର– ଶରତ ପଟ୍ଟନାୟକ / ଅମର ପ୍ରଧାନ
କେନ୍ଦୁଝର– ହରମୋହନ ସୋରେନ/ ବିନୀତା ମାଝି
ବାଲେଶ୍ବର– ନବଜ୍ୟୋତି ପଟ୍ଟନାୟକ / ସୁଦର୍ଶନ ଦାସ
ଭଦ୍ରକ– ଅନନ୍ତ ପ୍ରସାଦ ସେଠୀ / ପଞ୍ଚାନନ ମଣ୍ଡଳ
ଯାଜପୁର– ମାସନ ଜେନା / ଅର୍ଜୁନ ଚରଣ ଦାସ
ଢ଼େଙ୍କାନାଳ– କେପି ସିଂଦେଓ / ରାମଚନ୍ଦ୍ର ଖୁଣ୍ଟିଆ ଓ ଶାନ୍ତନୁ କୁମାର ସାହୁ
ବଲାଙ୍ଗିର– ସମରେନ୍ଦ୍ର ମିଶ୍ର / ଲକ୍ଷ୍ମଣ କୁମାର ମେହେର
କଲାହାଣ୍ଡି– ଜଗନ୍ନାଥ ପଟ୍ଟନାୟକ / ଭକ୍ତ ଚରଣ ଦାସ
ନବରଙ୍ଗପୁର– ପ୍ରଦୀପ ମାଝି / ଚନ୍ଦ୍ରଶେଖର ମାଝି
କନ୍ଧମାଳ– ମନୋଜ କୁମାର ଆଚାର୍ଯ୍ୟ / ଚନ୍ଦ୍ର ଶେଖର ପରିଡ଼ା
କଟକ– ପଞ୍ଚାନନ କାନୁଗୋ / ସୁରୋସ ମହାପାତ୍ର
କେନ୍ଦ୍ରାପଡ଼ା– ଧରଣୀଧର ନାୟକ / ଚିନ୍ମୟ ବେହୁରା
ଜଗତସିଂହପୁର– ବିଭୂ ତରାଇ / ପ୍ରଶାନ୍ତ ମଲ୍ଲିକ
ପୁରୀ– ସତ୍ୟପ୍ରକାଶ ନାୟକ / ବିଶ୍ବ ରଞ୍ଜନ ମହାନ୍ତି
ବ୍ରହ୍ମପୁର– ତିରୁପତି ପାଣିଗ୍ରାହୀ / ତ୍ରିନାଥ ବେହେରା
କୋରାପୁଟ– ଡମ୍ବରୁଧର ଉଲାକା ଆକାଶ ଉଲ୍ଲାକା
ବିଧାନ ସଭା ପାଇଁ ପ୍ରାର୍ଥୀ ତାଲିକା
ପଦ୍ମପୁର- ସତ୍ୟଭୂଷଣ ସାହୁ, ଦେବରାଜ ବାଘ
ବିଜେପୁର- ରିପୁ ନାଥ ସେଠ, କିଶୋର ଦଫାଦତ
ବରଗଡ଼- ନିପନ ଦାସ, ସାଧୁ ନେପାକ
ଅତାବୀରା- ନିହାର ମହାନନ୍ଦ, ସୁଜାତା ବାଘ
ଭଟଲୀ- ସତ୍ୟନାରାୟଣ ଦେବତା, ସରୋଜ ମହାପାତ୍ର
ଝାରସୁଗୁଡ଼ା- ବିରେନ୍ଦ୍ର ପଣ୍ଡା, ଅଶୋକ ମିଶ୍ର
ତଲସରା- ପ୍ରଫୁଲ ମାଝି, ତ୍ରିକେଣୀ ମାଝି
ସୁନ୍ଦରଗଡ଼- ସୁମିତ୍ରା ବିଶ୍ବାଳ, ଜଟିଆ ମୁଣ୍ଡା
ବୀରମିତ୍ରପୁର- ପଟେଲ ବର୍ଲା, ସୁଷମା ନାୟକ
ରଘୁନାଥ ପାଲି- ଗୋପାଳ ଦାସ, ଗଜେନ୍ଦ୍ର ତାନ୍ତି
ରାଉରକେଲା- ରବି ରାୟ, ବିରେନ ସେନାପତି
ରାଜଗାଙ୍ଗପୁର-ଗେଗ୍ରରୀ ମିନ୍ସ, ରଞ୍ଜନ ଏକା
ବଣେଇ- ଜନାର୍ଦ୍ଦନ ଦେହୁରୀ,
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ,ଶୋଭାରାମ ପ୍ରଧାନ
ରେଙ୍ଗାଳି- ଦୁର୍ଯ୍ୟଧନ ଗଡ଼କିଆ, ତପସ୍ୟା ମହାନନ୍ଦା
ସମ୍ବଲପୁର- ଅଶ୍ବିନୀ ଗୁରୁ, ସୁରେଶ୍ବର ମିଶ୍ର
ରେଢ଼ାଖୋଲ- ଅସରଫ ଅଲ୍ଲି ଖାନ୍ , ଦୁଲାଲ ପ୍ରଧାନ
ଦେବଗଡ଼- ଉମାକାନ୍ତ ସାହୁ, ସେମ ହେମ୍ବ୍ରମ
ଛେଣ୍ଡିପଦା- ସସ୍ମିତା ବହେରା, ନରୋତ୍ତମ ନାୟକ
ତେଲକୋଇ- ମୋହନ ହେମ୍ବ୍ରମ, ହରମୋହନ ସୋରେନ
ଘସିପୁର- ନିରଞ୍ଜନ ପଟ୍ଟନାୟକ, ରତିକାନ୍ତ ବରାଳ
ଆନନ୍ଦପୁର – ଜୟଦେବ ଜେନା, ସଂଗ୍ରାମ ଜେନା
ପାଟଣା- ଗୌର ନାୟକ, ଗୋପେଶ୍ବର ନାୟକ
କେନ୍ଦୁଝର- ବିଦ୍ୟାଧର ଦେହୁରୀ, ସଦ୍ଧେଶ୍ବର ନାୟକ
ଚମ୍ପୁଆ- ପାର୍ଥ ସାରଥୀ ପହି, ବିପ୍ଲବ ମିଶ୍ର
କରଞ୍ଜିଆ- ଜବାମଣି ଟୁଡ଼ୁ, ତ୍ରିଲୋକେଶ୍ବର ନାୟକ
ସାରସକଣା- ବୟରେଲ ସିର୍କା, ଚୈତନ୍ୟ ହାଂସଦା
ରାୟରଙ୍ଗପୁର- ଶ୍ୟାମ ହାଂସଦା, ହେଲେନା ବାଘେ
ବାରିପଦା- କମଳା ତିରିଆ, ରାକେଶ ସିଂ
ମୋରଦା- ହେମନ୍ତ ଦାସ, ପ୍ରଭାକର ମହାପାତ୍ର
ବଡସାହି-ସଞ୍ଜୟ ବେହେରା,କ୍ଷୀରୋଦ ପାତ୍ର
ଜଳେଶ୍ବର-ଦେବିପ୍ରସାଦ ଦାସ, ତପନ ଦାସ
ଭୋଗରାଇ-ସତ୍ୟଶିବ ଦାସ
ବସ୍ତା-ବିଜନ ନାୟକ,ସଞ୍ଜୀବ ପାଢୀ
ବାଲେଶ୍ବର-ମାନସ ଦାସ ପଟ୍ଟନାୟକ,ଗୋପାଳ ଖଣ୍ଡେଲଏ୍ବାଲା
ନୀଳଗିରି- ଅକ୍ଷୟ କୁମାର ଆଚାର୍ଯ୍ୟ,ଜୋତ୍ସା ଦେବୀ ମର୍ଦ୍ଦରାଜ
ସୋର-ମହେଶ୍ବର ସେଠୀ, ମୃତ୍ୟୁଞ୍ଜୟ ଜେନା
ସିମୁଳିଆ-ଶରତ ରାଜ, ରବି ଶତପଥୀ
ଭଣ୍ଡାରୀପୋଖରୀ-ନିରଞ୍ଜନ ପଟ୍ଟନାୟକ,ସୁବ୍ରତ ଦାସ
ଭଦ୍ରକ-ନରେନ ପଲାଇ, ନଳୀନି କାନ୍ତ ମହାନ୍ତି
ବାସୁଦେବପୁର-ଅଶୋକ ଦାସ,ଲପୁ ମହାକୁଡ
ଧାମନଗର-ବିଦ୍ୟାଧର ଜେନା, କୁମାରଶ୍ରୀ ଚିରଞ୍ଜିବୀ
ଚାନ୍ଦବାଲି- ଅମୀୟ ମହାପାତ୍ର, ଜ୍ୟୋତି ପ୍ରକାଶ ମହାନ୍ତି
ବରି- ମନୋଜ ମହାପାତ୍ର