PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ ଘଟଣା, ବଡ଼ପୁଅକୁ ସାଙ୍ଗରେ ନେଲା ସିବିଆଇ

କଟକ, ୪/୮ : ଶିଳ୍ପପତି ମହିମା ମିଶ୍ରଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ସାଙ୍ଗରେ ନେଲା ସିବିଆଇ । ଗୁରୁବାର କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍ କରିଥିଲା । ଏହି ରେଡ ସମୟରେ କିଛି କାଗଜପତ୍ର ଜବତ କରିଛି ସିବିଆଇ ଟିମ୍ । ଫଳରେ ଅଧିକ ପଚରାଉଚରା ଲାଗି ବଡ଼ପୁଅକୁ ସାଙ୍ଗରେ ନେଇଛି ।

ସିବିଆଇର ଏକ ପାଞ୍ଚ ଜଣିଆ ଟିମ୍ କଟକ ଓଡ଼ିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ଚଢାଉ କରିଥିବା ବେଳେ ଲିଙ୍କରୋଡ ସ୍ଥିତ ଓଏସଏଲ ଅଫିସରେ ଚଢାଉ ଚାଲିଥିଲା । ଚଢାଉ ବେଳେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।  

ଏ ନେଇ ସିବିଆଇ ପ୍ରତିକ୍ରିୟା ରଖି  କହିଥିଲା କି, ଚଢାଉ ପାଇଁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି । ଦୁଇଟି ଅଭିଯୋଗ ଆଧାରରେ ଚଢାଉ ଚାଲିଛି ।

ସମ୍ବନ୍ଧିତ ଖବର