PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

କାଲି ମୋଦିଙ୍କ ‘ପରୀକ୍ଷା ପେ ଚର୍ଚା’: ଭାଗ ନେଉଛନ୍ତି ଓଡ଼ିଶାର ୮ ପୁଅ ଓ ୯ ଝିଅ

ଦିଲ୍ଲୀ ୨୮/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକଙ୍କ ସହ ଭାବବିନିମୟ କରିବେ ‘ପରୀକ୍ଷା ପେ ଚର୍ଚା’। କାରଣ ଆଗକୁ ଆସୁଛି ପରୀକ୍ଷା । ଏହି ଆଲୋଚନାରେ ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କୁ ପରୀକ୍ଷା ପ୍ରସ୍ତୁତି ନେଇ କିଛି ଟିପସ ଦେବେ ମୋଦି । ତାଲକୋଟ୍ରା ଷ୍ଡାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ଦେଶର ଅନେକ ଛାତ୍ରଛାତ୍ରୀ ଯୋଗଦେଇଥାନ୍ତି । କାର୍ଯ୍ୟକ୍ରମରେ ଓଡିଶାର ୩୦ ଜିଲ୍ଲା ରୁ ୧୭ ଜଣ ଛାତ୍ରଛାତ୍ରୀ ଯୋଗ ଦେବେ। ଦେଶର ପାଖାପାଖି ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ବେଶ ଉତ୍ସାହିତ ଥିବା ବେଳେ ପରୀକ୍ଷାକୁ ନେଇ ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ । ଏହା ପରେ ୧୦ ମିନିଟ୍ ର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର